Browsing Tag

Business

କମିଲା ଏଲପିଜି ଦର

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦେଶରେ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ କରାଯାଇଛି । ଆଜିଠାରୁ ସିଲିଣ୍ଡର ଉପରେ ନୂଆଦର ଲାଗୁ ହେବା ନେଇ ସୂଚନା ଦିଆଯାଇଛି । ସୂଚନା ମୁତାବକ ୧୯ କିଲୋ ଏଲପିଜି ସିଲିଣ୍ଡର ପ୍ରତି ୧୩୮ ଟଙ୍କା କମିଥିବା ବେଳେ ଏହି ଦର ଆଜିଠାରୁ ଲାଗୁ ହେବ । ହେଲେ ଘରୋଇ…

ପେଟ୍ରୋଲ ଓ ଡିଜେଲ୍ ଦର କମିବ!

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । ଉତ୍ପାଦ ଶୁଳ୍କ କମାଇବାରୁ ପେଟ୍ରୋଲ…

ଅଣ୍ଡା ଆକୃତି ହୀରା ୨୧ ନିୟୁତ ଡଲାରରେ ନିଲାମ

ଜେନିଭା : ସ୍ୱିଜରଲାଣ୍ଡର ଜେନିଭାଠାରେ ବୁଧବାର ଗୋଟିଏ ଅଣ୍ଡା ଆକୃତିର ହୀରା ୨୧ ନିୟୁତ ଆମେରିକୀୟ ଡଲାରରେ ନିଲାମ ହୋଇଥିବା ଜଣାପଡିଛି । ଠିକ୍ କୁକୁଡା ଅଣ୍ଡା ଭଳିଦେଖାଯାଉଥିବା ୨୨୮ କ୍ୟାରେଟ୍ ବିଶିଷ୍ଟ ଏହି ହୀରାର ଓଜନ ୬୨ ଗ୍ରାମ ହୋଇଥିବାବେଳେ ବ୍ୟାସାର୍ଦ୍ଧ ହେଉଛି ୫.୪ ସେଣ୍ଟିମିଟର…

ବ୍ୟବସାୟ ବଢଇବାକୁ ଚାହୁଁଛନ୍ତି କି? ଏହି ଜିନିଷ ରଖନ୍ତୁ

ଧାର୍ମିକ ବିଶ୍ୱାସ ଅନୁଯାୟୀ କଇଁଛ ପ୍ରଭୁ ବିଷ୍ଣୁଙ୍କର ଏକ ରୂପ । ସମୁଦ୍ରର ଘୂର୍ଣ୍ଣନ ସମୟରେ ପ୍ରଭୁ ବିଷ୍ଣୁ କଇଁଛର ରୂପ ନେଇ ସମୁଦ୍ରକୁ ଘୁଂଚାଇବା ସମୟରେ ମଣ୍ଡରାଜଲ ପର୍ବତକୁ ନିଜ ବାହୁରେ ଧରିଥିଲେ । ବିଶ୍ୱାସ କରାଯାଏ ଯେ, ଯେଉଁଠାରେ କଇଁଛ ବାସ କରନ୍ତି, ଦେବୀ ଲକ୍ଷ୍ମୀ ମଧ୍ୟ ସେଠାରେ…

ପୁଣି ବଢିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁଣି ହାଣ୍ଡିଶାଳରେ ମହଙ୍ଗା ମାଡ। ବଢିଲା ଘରୋଇ ଏଲପିଜି ସିଲିଣ୍ଡର ଦର। ଦେଶରେ ମହଙ୍ଗା ମାଡରୁ ବ୍ୟସ୍ତବିବ୍ରତ ଲୋକଙ୍କୁ ପୁଣି ଏକ ଝଟକା ଲାଗିଛି। ସରକାର ଘରୋଇ ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି। ବର୍ତ୍ତମାନ ୧୪.୨ କିଲୋ ଘରେ ବ୍ୟବହୃତ ହେଉଥିବା…

ପଲିଥିନରୁ ବାହାରୁଛି ପେଟ୍ରୋଲ୍!

ଯାଁଳା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଲିଥିନରୁ ବାହାରୁଛି ପେଟ୍ରୋଲ । କଥାଟି ଅବିଶ୍ୱାସ ଲାଗୁଥିଲେ ବି ସତ । ଯେଉଁ ଗାଡ଼ି ଚାଳକ ଟାଙ୍କୀରେ ୧୧୨ରୁ ୧୧୫ ଟଙ୍କା ଦେଇ ପେଟ୍ରୋଲ ପକାଉଛନ୍ତି । ସେଭଳି ସମୟରେ ଏଭଳି ଖବର ନିଶ୍ଚୟ ସମସ୍ତଙ୍କୁ ଆସ୍ୱସ୍ତୀ କରିବ । ଏଭଳି ଅବିଶ୍ୱସନୀୟ କାର୍ଯ୍ୟ କରି…

ଇ-ଉତ୍ପାଦନ ପୋର୍ଟାଲର ଆରମ୍ଭ କଲା ଓରମାସ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓରମାସ ପକ୍ଷରୁ ମାର୍କେଟିଂ ଓ ସ୍କିଲ ସମ୍ପର୍କିତ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ ଜାତୀୟ କିମ୍ବା ଅନ୍ତର୍ଜାତୀୟ ବଜାରରେ କୌଣସି ଦ୍ରବ୍ୟର…

ରିଲାଏନ୍ସକୁ ୧୯ ଟ୍ରିଲିୟନ ମାର୍କେଟ୍ କ୍ୟାପ୍

ନୂଆଦିଲ୍ଲୀ : ପ୍ରଥମ ଭାରତୀୟ କମ୍ପାନୀ ଭାବରେ ଏକ ମାଇଲଖୁଣ୍ଟ ହାସଲ କରିଛି ରିଲାଏନ୍ସ । ବୁଧବାର ଦେଶର ପ୍ରଥମ କମ୍ପାନୀ ଭାବରେ ୧୯ ଟ୍ରିଲିୟନ ବା ୧୯ ଲକ୍ଷ କୋଟିର ମାର୍କେଟ୍ କ୍ୟାପ୍ ହାସଲ କରିଛି ରିଲାଏନ୍ସ । ଅଂଶଧନ ମୂଲ୍ୟରେ ବୃଦ୍ଧି ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରଚିଛି ଇତିହାସ ।…

ଆଜିଠାରୁ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଗ୍ରାହକଙ୍କୁ ବ୍ୟାଙ୍କଜନିତ ସେବା ପ୍ରଭାବିତ ସାମ୍ନା କରିବାକୁ ପଡ଼ିପାରେ । କାରଣ ଏପ୍ରିଲ ୧୪ ଠାରୁ ଲଗାତାର ବ୍ୟାଙ୍କଗୁଡ଼ିକ ୪ ଦିନ ଛୁଟି ରହୁଛି । କିଛି ସହରରେ ଭିନ୍ନ ଭିନ୍ନ କାରଣରୁ ବ୍ୟାଙ୍କ ଗୁଡ଼ିକ ୪ ଦିନ ଛୁଟି ରହୁଛି । ଏପ୍ରିଲ ୧୪, ୧୫, ୧୬ ଓ ୧୭ ତାରିଖରେ…

ରିୟଲମି-୯ ଓ ଜିଟି ପ୍ରୋର ବଜାର ପ୍ରବେଶ

ନୂଆଦିଲ୍ଲୀ : ଅଗ୍ରଣୀ ଟେକ୍ନୋଲୋଜି ବ୍ରାଣ୍ଡ, ରିୟଲମି ପକ୍ଷରୁ ଏହାର ସ୍ମାର୍ଟଫୋନ- ରିୟଲମି ଜିଟି୨ପ୍ରୋ ଓ ପ୍ରିମିୟମ ଫ୍ଲାଗସିପ ଏବଂ ୧୦୮ ଏମପି ପ୍ରୋଲାଇଟ କ୍ୟାମେରା ସହିତ ରିୟଲମି ୯ର ବଜାର ପ୍ରବେଶ କରାଇଛି । ଏହି ବ୍ରାଣ୍ଡ ଅର୍ନ୍ତଗତ ଏହାର ଟେକଲାଇଫ ଇକୋସିଷ୍ଟମ ଅଫର ସହିତନୂତନ ଆକର୍ଷଣୀୟ…