ମହଙ୍ଗାପଡିଲା ଅସଦାଚରଣ, ଉଠବସ୍ ହେଲେ କଣ୍ଡକ୍ଟର, ଭିଡିଓ ଭାଇରାଲ
ଓଡିଶା ଫାଷ୍ଟ( ବ୍ୟୁରୋ) : ଚଳନ୍ତା ବସ୍ ରେ ଜଣେ ମହିଳାଙ୍କୁ ଅସଦାରଣ କରିବା କଣ୍ଡକ୍ଟରକୁ ମହଙ୍ଗା ପଡିଛି। ଉତ୍ତମମଧ୍ୟମ ଖାଇବା ପରେ ସର୍ବସମ୍ମୁଖରେ ଉଠ୍ବସ୍ ହେଲେ କଣ୍ଡକ୍ଟର। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ…