Browsing Tag

Bus

ରାଜ୍ୟରେ ଜୁଲାଇ ୧ରୁ ଘରୋଇ ବସ୍ ଚଳାଚଳ ବନ୍ଦ ହେବ !

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଜୁଲାଇ ୧ରୁ ଘରୋଇ ବସ୍ ଚଳାଚଳ ବନ୍ଦ ହେବ । ଏଭଳି ଧମକ ଦେଇଛି ରାଜ୍ୟ ବସ୍ ମାଲିକ ସଂଘ । ବସ୍ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ସଂଘର ସଭାପତି । ୯ ଦଫା ଦାବିକୁ ନେଇ ସଂଘ ଏଭଳି ଧମକ ଦେଇଛି । ବସର ପରମିଟ୍…

ରାସ୍ତାରେ ଜଳିଲା ବସ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦୁଝର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶୁକ୍ରବାର ବିଳମ୍ବିତ ରାତିରେ କାଞ୍ଜିପାଣି ଥାନା ଅନ୍ତର୍ଗତ ଘାଟିରେ ଏକ ଘରୋଇ ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଉକ୍ତ ବସଟି ରାଉରକେଲାରୁ କେନ୍ଦୁଝର ଅଭିମୁଖେ…

ବଢିଲା ବସ୍‌ ଭଡ଼ା, ସାଧାରଣ ବସ୍ କିମି ପିଛା ୮୯ରୁ ୯୨ ପଇସାକୁ ବୃଦ୍ଧି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପୁଣି ବଢିଲା ବସ୍‌ ଭଡ଼ା। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଭଡା ଅନୁଯାୟୀ , ସାଧାରଣ ବସ୍‌ ଭଡା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି…

ସୋମବାର ଠାରୁ ବସ୍ ଚଳାଚଳ ସ୍ୱାଭାବିକ ହେବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲକଡାଉନ୍‌ ଯୋଗୁ ବନ୍ଦ ଥିବା ବସ ପୁଣି ଚଳାଚଳ କରିବ। ରାଜ୍ୟରେ ସୋମବାର ଠାରୁ ସ୍ୱାଭାବିକ ହେବ ବସ୍ ଚଳାଚଳ। ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂପାଦକ ଏନେଇ ସୂଚନା ଦେଇଛନ୍ତି। ଘରୋଇ…

ବସ୍‌କୁ ନେଇ ଯାଉଥିଲେ ଚୋର, ବାଟରେ ଘଟିଲା ଦୁର୍ଘଟଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ଓଏମପି ଛକ ନିକଟରେ ଦୁର୍ଘଟଣା ଏଜ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ଦୁର୍ଘଟଣାଗ୍ରସ୍ତ ବସଟିକୁ ଚୋରି କରି ନେଉଥିଲେ। ତେବେ କିଛି ଲୋକ ବସ୍ ଟିକୁ ଚୋରୀ କରିନେଇଥିବା ଚୋରଙ୍କ ପିଛା କରିଥିଲେ । ଏହାଦେଖି ଚୋରମାନେ…