ଭୀମସାର ନିର୍ଦେଶକଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପ୍ରତିବାଦରେ ଆଜି ୧୨ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଥିଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁର୍ଲା ଭୀମସାର ନିର୍ଦେଶକ ଅଶ୍ୱିନୀ ପୂଜାହାରୀ ଙ୍କୁ ସରକାର କାର୍ଯ୍ୟରୁ ଅନ୍ତର କରିବା ସହ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବୁର୍ଲା ନାଗରିକ ମଞ୍ଚ ପକ୍ଷରୁ ଆଜି ୧୨ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଥିଲା ।
ସୂଚନା ଅନୁଯାୟୀ, ସରକାର ଅଶ୍ୱିନୀ ପୂଜାହାରୀ…