Browsing Tag

burla

ବୁର୍ଲା ଭିସୁଟ: ଧାରଣାରେ ଛାତ୍ରଛାତ୍ରୀ

ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଗତକାଲି ଅପରାହ୍ନ ୪ଟାରୁ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ। ଅଫ୍ଲାଇନ ତଥା ସମୟ ନଦେଇ ତୁରନ୍ତ ପରୀକ୍ଷା କରିବାକୁ ବିରୋଧ। ଫଳରେ ଶହ ଶହ ଛାତ୍ରଛାତ୍ରୀମାନେ ଭିସୁଟ ପରିସରରେ ଧାରଣାର ବସିଛନ୍ତି । ଆଜି ୫ମ ସେମିଷ୍ଟାର…

ବୁର୍ଲା ଭୀମସାରରେ ପୁଣି ରାଗିଂ, ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରୁମରେ ପଶି ମାଡ ମାରିଲେ ଚତୁର୍ଥ ବର୍ଷ ଛାତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସମ୍ବଲପୁର ବୁର୍ଲା ଭୀମସାରରେ ପୁଣି ରାଗିଂ ଅଭିଯୋଗ। ଦୁଇ ବର୍ଷ ପୂର୍ବେ ଭିସୁଟ ରାଗିଂ ମନରୁ ଲିଭି ନଥିବା ବେଳେ ବୁର୍ଲା ଭୀମସାର ରାଗିଂ ସମସ୍ତଙ୍କୁ ଚକିତ କରିଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ ହେବା ପରେ ଆଣ୍ଟି ରାଗିଂ ସେଲ୍ ଏହାର ତଦନ୍ତ ଆରମ୍ଭ…

ବୁର୍ଲା ମେଡ଼ିକାଲ କଲେଜର ନିର୍ଦ୍ଦେଶକ ପଦବୀରୁ ଇସ୍ପାତ ଦେଲେ ଡକ୍ତର ଅଶ୍ୱିନୀ ପୂଜାହାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ଚାକିରିରୁ ଇସ୍ପାତ ଦେଲେ ବୁର୍ଲା ମେଡ଼ିକାଲ କଲେଜର ନିର୍ଦ୍ଦେଶକ ଡକ୍ତର ଅଶ୍ୱିନୀ ପୂଜାହାରୀ । ଆଜି ଡକ୍ତର ପୂଜାହାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟପାଳଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି । ଲୁଣ ଚିକିତ୍ସାକୁ ନେଇ ଡକ୍ତର ପୂଜାହାରୀ…

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଙ୍କୁ ଘୋର ବିରୋଧ, ଦେଖାଇଲେ କଳା ପତାକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସମ୍ବଲପୁର ଗସ୍ତରେ ଯିବା ସମୟରେ ଓକିଲଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ଖରିଫ ଧାନ ଫସଲ ସଂଗ୍ରହ ବୈଠକ ପାଇଁ ସମ୍ବଲପୁର ଆସିଛନ୍ତି । ସୂଚନା ଅନୁଯାୟୀ, ଖାଦ୍ୟ ଓ ଯୋଗାଣ…

ହୀରାକୁଦ ଡ୍ୟାମର ୫ଟି ଗେଟ ଖୋଲିଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହୀରାକୁଦ ଡ୍ୟାମରୁ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିିତ କରାଯାଇଛି । ପ୍ରଥମେ ପୂଜାର୍ଚ୍ଚନା ପରେ ୭ନମ୍ବର ଗେଟ ରୁ ଏ ବର୍ଷର ପ୍ରଥମ ବର୍ଷା ଜଳ ନିଷ୍କାସନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଆଜି ୫ଟି ଗେଟ ଖୋଲାଯାଇଛି। ଏହି ଅବସରରେ ସମ୍ବଲପୁର ବିଧାୟିକା ରାଶେଷ୍ବରୀ…