Browsing Tag

Bulldozers will now move around the large foreclosure site

ଏଣିକି ବଡ଼ବଡ଼ିଆ ଜବରଦଖଲ କୋଠାରେ ବୁଲିବ ବୁଲଡୋଜର

ଏଥର ଓଡ଼ିଶାରେ ବୁଲିବ ବୁଲଡୋଜର । ଜବରଦଖଲ ନେଇ ଏଭଳି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠାଗୁଡ଼ିକୁ ଭଙ୍ଗାଯିବ । ବଡ଼ବଡ଼ିଆ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ । ପୂର୍ବରୁ କେବଳ ଗରିବଙ୍କ ଘର ଭଙ୍ଗା…