Browsing Tag

buiness

ପୁଣି ବଢିଲା ପେଟ୍ରୋଲ୍‌, ଡିଜେଲ୍ ଦର

ନୂଆଦିଲ୍ଲୀ : ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ିଛି। ଲିଟର ପିଛା ୭୬ ପଇସାରୁ ୮୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଗତ ଚାରି ଦିନରେ ତୃତୀୟ ଥର ଦରବୃଦ୍ଧି ହୋଇଛି। ଏହାର ପୂର୍ବ ଦୁଇ ଦିନରେ ଦାମ୍ ୮୦ ପଇସା ଲେଖାଏଁ ବଢ଼ିଥିଲା। ଏଥିସହିତ ପେଟ୍ରୋଲ୍ ଓ…