Browsing Tag

Bsky

ଆଜି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ, ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

ବ୍ରହ୍ମପୁର: ଆଜି ଗଞ୍ଜାମରେ ଲେଖା ହେବ ସେବା ଆଉ ବିକାଶର ନୂଆ କାହାଣୀ । ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡ଼ିହେବ ଗଞ୍ଜାମ । ଦିନିକିଆ ଗଞ୍ଜମ ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ବିକାଶର ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପ ଯୋଗେ ୨୨ଶହ କୋଟି ଟଙ୍କାର ଭେଟି ଦେବେ…

ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା

କଳାହାଣ୍ଡି ୭।୧୨: ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦେଲା ବଞ୍ଚିବାର ରାହା । ଇଚ୍ଛା ମୃତ୍ୟୁ ପାଇଁ ୩୦ ବର୍ଷ ବୟସ୍କ ଯୁବକ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲେ । ଏ ନେଇ ଖବର ପ୍ରସରଣ ପରେ ଅନୀଲ କପୁର ଶିଖାକୁ ମିଳିଲା ଚିକିତ୍ସା ସୁବିଧା। ବିଜୁ…

ଗଜପତିରେ BSKY: ‘ଚିକିତ୍ସା ପାଇଁ କେହି ବିକିବେନି ସମ୍ପତ୍ତି, ସଭିଙ୍କ ଦାୟିତ୍ୱ ମୋର’

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଐତିହାସିକ ଅଭିଯାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଆଜି ଦିନିକିଆ ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ଦଶରା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି…