Browsing Tag

Brown sugar sized

ବ୍ରାଉନସୁଗାର ଜବତ, 3 ଗିରଫ

ଭଦ୍ରକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନିଶା ଦ୍ରବ୍ୟ ଜବତ ହେବା ସହ କାରବାରରେ ସଂପୃକ୍ତ ଥିବା ଲୋକଙ୍କୁ ଗିରଫ କରୁଛି ପୋଲିସ୍। ସେହିପରି ଭଦ୍ରକରେ ମଧ୍ୟ ନିଶା କାରବାର ବଢିବାରେ ଲାଗିଛି। ଅଞ୍ଚଳରେ ମାତିଛନ୍ତି ବ୍ରାଉନସୁଗାର ମାଫିଆ। ଗ୍ରାମାଞ୍ଚଳ ଥାନା ପକ୍ଷରୁ…

1.042 କେଜି ବ୍ରାଉନ ସୁଗାର ଜବତ

ଖୋର୍ଦ୍ଧା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ବଢିଚାଲିଛି ନିଶା କାରବାର। ପୁଣି ଖୋର୍ଦ୍ଧା ନିକଟରୁ 1 କେଜି 42 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ବ୍ରାଉନସୁଗାର ଜବତ ସହ 3 ବେପାରୀଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ହେଉଛନ୍ତି ରଞ୍ଜନ କୁମାର ପାଟଶାଣୀ , ଲଷ୍ମୀଧର ସ୍ୱାଇଁ…

କ୍ୟୁଏଟିର ଖବରୀକୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ହଳଦୀପଡ଼ିଆ ବସ୍ତିରୁ ପୁଣି ଜବତ ହେଲା ବ୍ରାଉନ ସୁଗର । ଆଜି ଅବକାରୀ ଗୁଇନ୍ଦା ବିଭାଗ ଅତର୍କିତ ଭାବେ ଚଢ଼ାଉ କରି ହଳଦୀପଡିଆ ବସ୍ତିରୁ ୧୦୫ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଜଣକୁ ଗିରଫ କରିଛି । ଜବତ ବ୍ରାଉନ ସୁଗରର ଆନୁମାନିକ…

ହଳଦୀ ପଡିଆ ବସ୍ତି ରୁ ୩୬.୬୫ଗ୍ରାମ ବ୍ରାଉନ ସୁଗର ଜବତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ର ହଳଦୀପଡ଼ିଆ ରୁ ପୁଣି ଜବତ ହେଲା ବ୍ରାଉନ ସୁଗର । କୁଇକ ଆକ୍ସନ ଟିମ ଓ ଲଷ୍ମୀସାଗର ପୋଲିସ ମିଳିତ ଭାବେ ଚଢ଼ାଉ କରି ୩୬.୬୫ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ନିଶା କାରବାର ଭୁବନେଶ୍ୱର ର ହଳଦୀପଡ଼ିଆ…

ସାଦା ପୋଷାକରେ ପୋଲିସର ଚଢ଼ାଉ, ୧୫.୮୦ ଗ୍ରାମ ବ୍ରାଉନସୁଗର ଜବତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ରାଜଧାନୀ ର ଲଷ୍ମୀସାଗର ଅଞ୍ଚଳରୁ ଜବତ ହେଲା ବ୍ରାଉନସୁଗର । କୁଇକ ଆକ୍ସନ ଟିମ ଓ ଲକ୍ଷ୍ମୀସାଗର ଥାନାର ମିଳିତ ସହଯୋଗରେ ଲୋକନାଥ ମଜୁମଦାର ନାମକ ଜଣେ ବ୍ରାଉନସୁଗର ବେପାରି କୁ ଗିରଫ କରାଯାଇଛି । ଲୋକନାଥ ଠାରୁ ୧୫.୮୦ ଗ୍ରାମ ବ୍ରାଉନସୁଗର ଓ ଦୁଇଟି ମୋବାଇଲ ଫୋନ…

୫ଲକ୍ଷ ଟଙ୍କା ର ବ୍ରାଉନ୍‌ ସୁଗାର ଜବତ

ଓଡ଼ିଶା ଫାଷ୍ଟ , ଜଗତସିଂହପୁର (ବ୍ୟୁରୋ): କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଅଞ୍ଚଳରେ ଅବକାରୀ ବିଭାଗ ଏବଂ କୁଜଙ୍ଗ ପୋଲିସ ଚଢ଼ାଉ କରି  ବ୍ରାଉନ ସୁଗାର ଜବତ କରିଛନ୍ତି। ଯାହାର ମୂଲ୍ୟ ଆନୁମାନିକ ୫ଲକ୍ଷ ଟଙ୍କା ହେବ। ଏଥିସହ କିଛି ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହି ନିଶା କାରବାରରେ…