Browsing Tag

brown sugar

୩୦୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ) : ରାଜ୍ୟରେ ଥମିବାର ନା ଧରୁନି ଧଳାଜହର କାରବାର । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଳା ପୁଳା ଧଳାଜହର ଜବତ ହେଉଛି । ରାଜ୍ୟରୁ ବାହାର ରାଜ୍ୟକୁ ମଧ୍ୟ କାରବାର ହେଉଥିବା ଖବର ଆସୁଛି । ପୁଣି ପୁରୀରୁ ୩୦୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି ।…

ବ୍ରାଉନସୁଗର ଜବତ, ନାବାଳକ ସମେତ 5 ଗିରଫ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପିପିଲିରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଜବତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରୁ ବ୍ରାଉନସୁଗର ଜବତ କରିଛି ପିପିଲି ଥାନା ପୋଲିସ । ଜବତ ଘଟଣାରେ ପିପିଲି SDPOଙ୍କ ନେତୃତ୍ଵରେ 5 ଜଣଙ୍କୁ ଗିରଫ କରାଯାଇଛି ।…

ଦୁଇ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍ସୁାଗର ଜବତ, ୩ ଗିରଫ

ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଏମ୍‌ସ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ବ୍ରାଉନ୍‌ସୁାଗର ଜବତ ହୋଇଛି । ଏହାସହିତ ତିନିଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ଅଭିଯୁକ୍ତ ହେଲେ ତମାଣ୍ଡୋର ଭାଗିରଥୀ ଭଟ୍ଟ, ଖୋର୍ଦ୍ଧା ବାଲିପାଟଣାର ବିଶ୍ବଜିତ ନାୟକ, ଖଣ୍ଡଗିରି…

୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭୁବନେଶ୍ୱରରୁ ବିପୁଳ ପରିମାଣର ଜବତ ହେଲା ବ୍ରାଉନ ସୁଗାର । ୫ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ ଟିମ୍ । ଗିରଫ ତିନି ଜଣଙ୍କ ମଧ୍ୟରୁ ୨ ଜଣ ତମାଣ୍ଡୋ ଅଞ୍ଚଳର ହୋଇଥିବା ବେଳେ ଜଣେ…

ବ୍ରାଉନସୁଗର ଜବତ: ୨ ବେପାରୀ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୋଲିସ ଓ ଡାକ୍ତର ପରିଚୟ ଦେଇ ଚଳାଉଥିଲେ କାରବାର । ଦୁଇ ଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି । ୧୭ ହଜାର…

ବ୍ରାଉନସୁଗାର ଜବତ, 3 ଗିରଫ

ଭଦ୍ରକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନିଶା ଦ୍ରବ୍ୟ ଜବତ ହେବା ସହ କାରବାରରେ ସଂପୃକ୍ତ ଥିବା ଲୋକଙ୍କୁ ଗିରଫ କରୁଛି ପୋଲିସ୍। ସେହିପରି ଭଦ୍ରକରେ ମଧ୍ୟ ନିଶା କାରବାର ବଢିବାରେ ଲାଗିଛି। ଅଞ୍ଚଳରେ ମାତିଛନ୍ତି ବ୍ରାଉନସୁଗାର ମାଫିଆ। ଗ୍ରାମାଞ୍ଚଳ ଥାନା ପକ୍ଷରୁ…

ବ୍ରାଉନସୁଗାର କାରବାର : 5 ବେପାରୀ ଗିରଫ

ସୁନ୍ଦରଗଡ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ପୋଲିସକୁ ବଡ଼ ସଫଳତା । ବ୍ରାଉନସୁଗାର କାରବାର କରୁଥିବା 5 ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହିତ ତାଙ୍କ ପାଖରୁ 10 ଗ୍ରାମରୁ ଅଧିକ ବ୍ରାଉନସୁଗାର, 8 ହଜାର 700 ଟଙ୍କା, ୭ଟି ମୋବାଇଲ, ଦୁଇଟି ମୋଟର ସାଇକଲ ଜବତ…

ଧଳାଜହର ର୍ୟାକକେଟ: ୩ କୋଟିର ବ୍ରାଉନସୁଗର ଜବତ

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁରୀରେ ଧଳାଜହର ର୍ୟା କେଟର ପର୍ଦ୍ଦାଫାସ । ୩ କେଜି ୧୯୨ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ମୂଲ୍ୟ ୩ କୋଟି ଟଙ୍କା ହେବ । ମଙ୍ଗଳାଘାଟ ଛକରୁ ବ୍ରାଉନସୁଗର ଚାଲାଣ ବେଳେ ଚଢ଼ାଉ କରି ଜବତ କରିଛି ବାସେଳିସାହି ଓ ସ୍ୱତନ୍ତ୍ର ଟାସ୍କ…

1.042 କେଜି ବ୍ରାଉନ ସୁଗାର ଜବତ

ଖୋର୍ଦ୍ଧା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ବଢିଚାଲିଛି ନିଶା କାରବାର। ପୁଣି ଖୋର୍ଦ୍ଧା ନିକଟରୁ 1 କେଜି 42 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ବ୍ରାଉନସୁଗାର ଜବତ ସହ 3 ବେପାରୀଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ହେଉଛନ୍ତି ରଞ୍ଜନ କୁମାର ପାଟଶାଣୀ , ଲଷ୍ମୀଧର ସ୍ୱାଇଁ…

ରାଜଧାନୀରୁ ଧଳା ଜହର ଜବତ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁଣି ରାଜଧାନୀରୁ ଧଳା ଜହର ଜବତ । ୨୦୦ ଗ୍ରାମ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ । ସଲିଆ ସାହିରେ ଥିବା ଆଦିବାସୀ ସାହି ଅବକାରୀ ବିଭାଗ ଦ୍ଵାରା ଜବତ ହୋଇଛି । ଏହା ସହ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି ।