ବାଇକ୍ ପଛରେ ବସିଲେ ବି ହେଲମେଟ ପିନ୍ଧିବାକୁ ବାଧ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଣିକି ବାଇକ୍ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବାକୁ ବାଧ୍ୟ। ଏପରି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଦିଲ୍ଲୀରେ ସଡକ ସୁରକ୍ଷା ସମ୍ପର୍କିତ କେନ୍ଦ୍ରୀୟ ବୈଠକ ବସିଥିଲା । 3 ମାସର ପରିବର୍ଦ୍ଧିତ ଅବଧି ଶେଷ ହେବା ପରେ ଜୋରଦାର ଲାଗୁ…