Browsing Tag

bramhapur

ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ । ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସଞ୍ଚୟ କୁମାର ସାହୁ ଆଇପିସି ଧାରା ୧୨୧ ଦେଶଦ୍ରୋହ ମାମଲାର ଶୁଣାଣି କରି ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ…

ମିଲିଲାନି ଅନୁମତି, ଫୋନରେ ଦେଲେ ଭାଷଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ମିଲିଲାନି ଅନୁମତି । ବ୍ରହ୍ମପୁର ଏବଂ ଫୁଲବାଣୀରେ ହେବାକୁ ଥିବା ସଭାରେ ପହଞ୍ଚି ପାରିଲେନି ଯୋଗୀ ଆଦିତ୍ୟନାଥ । ବିଜେପି ନେତା ଓ ସମର୍ଥକ ହେଲେ ନିରାଶ । ସୂଚନା ଅନୁଯାୟୀ, ଆଜି ବ୍ରହ୍ମପୁରରେ ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର…

ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ବଢିଲା ବିଜେଡିର ଗୋଷ୍ଠୀ କନ୍ଦଳ, ପାରଳାଖେମୁଣ୍ଡି ଓ କନ୍ଧମାଳରେ ପୋଡାହେଲା ଦଳୀୟ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ତେବେ କେତେକ ସ୍ଥାନରେ ପ୍ରାର୍ଥୀଙ୍କୁ ନେଇ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପାରଳାଖେମୁଣ୍ଡି ବିଧାନସଭା ଆସନରେ ପୂର୍ବତନ ବିଧାୟକ…

ବ୍ରହ୍ମପୁରରେ ଜାନିବିଲି ପାନୀୟଜଳ ପ୍ରକଳ୍ପ ଓ ୧୧୪ଟି ସହରାଞ୍ଚଳ ପାଇଁ ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ କଲେ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରହ୍ମପୁରରେ ୪୯୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ବୃହତ୍‌ ଜାନିବିଲି ପାନୀୟ ଜଳ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ବିଏମସିର ୫ଟି ୱାର୍ଡକୁ ସମ୍ପୂର୍ଣ୍ଣ ଏବଂ ୬ଟି ୱାର୍ଡକୁ ଆଂଶିକ ଜଳଯୋଗାଣ ହେବ ।…

କେନ୍ଦ୍ରାପଡା ନହେଲେ ବୈଜୟନ୍ତ ଲଢ଼ିବେ କେଉଁଠୁ , ଜାଣନ୍ତୁ…..

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ବିଜେଡିରୁ ବିତାଡ଼ିତ ହେବାପରେ ବୈଜୟନ୍ତଙ୍କ ପରବର୍ତ୍ତୀ ରଣନୀତି ନେଇ ସାରା ଓଡ଼ିଶାର ନଜର ରହିଛି । କେନ୍ଦ୍ରାପଡ଼ା ଆସନରୁ ଲଗାତାର ଜିତି ଆସିଥିବା ବୈଜୟନ୍ତ କୁଆଡ଼େ ଯିବେ ସେଥିପାଇଁ କସରତ ଲାଗିରହିଛି । କେତେବେଳେ ବିଜେପିରେ ଯୋଗଦେବେ ତ କେତେବେଳେ…

ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବ୍ରହ୍ମପୁରରୁ ବରିଷ୍ଠ ନାଗରିକମାନେ ଭେଲକାନୀ ଓ ତାଞ୍ଜୋର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିଥିଲେ ।…

ଦୁଇ ବସ ମୁହାଁମୁହିଁ ଧକ୍କା, ୧୦ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ମହାନଦୀ କୁ ବସ ଖସି ୧୩ ଜଣଙ୍କ ମୃତ୍ୟୁ ଘଟିବା ଘଟଣାକୁ ଦୁଇଦିନ ନପୁରୁଣୁ ଆଜି ପୁଣି ଦୁଇଟି ବସ ମୁହାଁମୁହିଁ ଧକ୍କା ହେବା ବସ ଯାତ୍ରା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନବରଙ୍ଗପୁର ଦୁଇଟି ବସ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣ ଯାତ୍ରୀ ଗୁରୁତର…

ତିତଲି ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କଲେ ପ୍ୟାକେଜ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ‘ତିତଲି’ ଜନିତ କ୍ଷୟକ୍ଷତିର ଆକଳନ ପରେ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ସେହିପରି ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ଟିମ୍ ମଧ୍ୟ ଗତକାଲି ରାତିରେ ଓଡ଼ିଶାରେ ଆସି ପହଞ୍ଚଛନ୍ତି ।…

ଫଟୋ ରେ ଦେଖନ୍ତୁ ତିତଲି ର ତାଣ୍ଡବ

ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଡିପ ଡିପ୍ରେସନ ବାତ୍ୟା 'ତିତଲି'ର ରୂପ ନେଇଥିଲା । ଏହାର ପ୍ରଭାବରେ ଗୋପାଳପୁର ଓ ଏହାର ନିକଟବର୍ତ୍ତୀ ସ୍ଥାନ ଗୁଡିକରେ ଘଟିଥିବା ତାଣ୍ଡବର ଚିତ୍ର।

ବିଦ୍ୟୁତ୍ ଖୁଣ୍ଟ ଉପରୁ ଡେଇଁବାକୁ ଧମକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳୁ ବ୍ରହ୍ମପୁର ଷ୍ଟେସନ୍‌ର ତିନି ନମ୍ବର ପ୍ଲାଟ୍‌ଫର୍ମରେ ଥିବା ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍ ଖୁଣ୍ଟ ଉପରକୁ ଏକ ଯୁବକ ଚଢି ଯାଇଥିଲା । ଏହା ଦେଖି ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। କୌଣସି ଅଘଟଣ ନଘଟିବା ପାଇଁ ତୁରନ୍ତ ବିଦ୍ୟୁତ୍ ସରବରାହକୁ ବନ୍ଦ କରି…