Browsing Tag

boudh district

ପିଲାଙ୍କ ପ୍ରଶ୍ନ ବ୍ୟାଙ୍କ ପାଇଁ ଓଡିଆ ପ୍ରଶ୍ନପତ୍ର ପ୍ରସ୍ତୁତି କର୍ମଶାଳା

ବୌଦ୍ଧ: ବୌଦ୍ଧ ସହରର ରାଜବାଟୀ ନିକଟସ୍ଥ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପୁଷ୍ପଗିରି ଛାତ୍ରାବାସ ଠାରେ ଅଧ୍ୟକ୍ଷ ବୃନ୍ଦାବନ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ବିଷୟରେ ପ୍ରଶ୍ନ ବ୍ୟାଙ୍କ ପାଇଁ ଜିଲ୍ଲାସ୍ତରୀୟ ପ୍ରଶ୍ନ ପ୍ରସ୍ତୁତି କର୍ମଶାଳା ଉଦଘାଟିତ…