କମିଶନରେଟ ପୋଲିସର ଖେଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜନୀତିରେ ନିଜ ଦବଦବା ବଜାୟ ରଖିବାକୁ ଯେପରି ରାଜନୈତିକ ଦଳ ସବୁବେଳେ ନୂଆ ନୂଆ ଷ୍ଟାଟାଜି ଅପଣାଇଥାଏ । ରାଜନୈତିକ ଦଳ ବିଜ୍ଞାପନର ପ୍ରଲୋଭନରେ ମିଡ଼ିଆକୁ ହାତମୁଠାରେ ରଖିଥାନ୍ତି । ମାତ୍ର ପୋଲିସ ପାଖରେ ବିଜ୍ଞାପନ ବିକଳ୍ପ ନଥିବାରୁ କମିଶନରେଟ ପୋଲିସ ନିଜ ମଳିନ…