ବମିଖାଲର ସମସ୍ତ କରୋନା ଆକ୍ରାନ୍ତ ଗୋଟିଏ ପରିବାରର !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ରାତି ସୁଦ୍ଧା ୩୯ରେ ପହଞ୍ଚିଛି । ସେଥି ମଧ୍ୟରୁ କେବଳ ଭୁବନେଶ୍ୱରର ୩୨ ଜଣ ଅଛନ୍ତି। ଏହି ୩୨ ଜଣଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେବା ପରେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇସାରିଛନ୍ତି। ବାକି ୩୦ ଜଣଙ୍କର ଚିକିତ୍ସା…