Browsing Tag

Bollywood supper stars

ବଲିଉଡର ଟପ ଯୋଡି ରଣବୀର-ଦୀପିକାଙ୍କ ବିବାହ ସମ୍ପନ୍ନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ସୁପରହିଟ୍ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ । ଇଟାଲୀର ଲେକ କେମୋରେ ଉଭୟେ ପରିବାର ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ବିବାହ କରିଛନ୍ତି । ଦୁହିଁଙ୍କ ବିବାହ ଖୁବ୍‌ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଦୀପିକାଙ୍କ ଘର…