ଭଙ୍ଗା ଚାଲିଛି ବିଜେଡି ନେତା ବବି ଦାସଙ୍କ ସରକାରୀ ବାସଭବନ
ଭଙ୍ଗା ଚାଲିଛି ବିଜେଡି ନେତା ବବି ଦାସଙ୍କ ଘର । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗାଚାଲିଥିବା ଦେଖିବାକୁ ମିଳିଛି । ତେବେ ଏହି ଆଲିଶାନ ବଙ୍ଗଳାକୁ କାହିଁକି ଭଙ୍ଗାହେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ପ୍ରଣବ ପ୍ରକାଶ ଦାସ ଏଥର…