Browsing Tag

BMC

ବିଏମସି କମିଶନର ଶତକ ପ୍ରୟାସରେ ଥିଲାବେଳେ ଅଫିସର ମାନେ ଶୂନରେ ଆଉଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଏମସି କମିଶନର ଶତକ ପ୍ରୟାସରେ ଥିଲାବେଳେ ଅଫିସର ମାନେ ଶୂନରେ ଆଉଟ । କଥାଟି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏଭଳି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ର ଦଶରୁ ଉର୍ଦ୍ଧ ପୂର୍ବତନ କର୍ପୋରେଟର । ସେମାନେ କହିଛନ୍ତି, " ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ କଥାକୁ…

ରମ୍‌ଜାନ୍ ଓ ପଣା ସଂକ୍ରାନ୍ତି ଉପରେ ଲାଗିଲା କଟକଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋଟିଏ ପଟେ ରମଜାନ ମାସ ଅନ୍ୟ ପଟେ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଉଭୟ ପର୍ବ ପାଇଁ ବିଏମସି ପକ୍ଷରୁ ଜାରି ହୋଇଛି କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟି ରଖି ଏପରି ନିଷ୍ପତ୍ତି ନିଆଯାଇଛି। ବିଏମସିର କଟକଣା ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ପଣା…

ଦୋଳ ପାଇଁ କଟକଣା ଜାରି କଲା ବିଏମସି ମହାନଗର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱର ମହାନଗରରେ ଦୋଳ ଓ ହୋଲି ଉତ୍ସବ ପାଇଁ ବିଏମସି କଟକଣା ଜାରି କରିଛି। ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। କଟକଣା ମୁତାବିକ, ସର୍ବସାଧାରଣ ସ୍ଥାନରେ ହୋଲି ପାଳନ କରାଯାଇପାରିବ ନାହିଁ। ଦୋଳ ମେଳଣରେ ପ୍ରତି ଠାକୁରଙ୍କ ପାଇଁ ୪-୫…

ବିବାହ ମଣ୍ଡପ ପାଇଁ ବିଏମସିର ନୂଆ ନିୟମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଗକୁ ବିବାହ ତିଥି ଥିବାରୁ ଏହି ସମୟରେ ବିବାହ ଉତ୍ସବ ପାଇଁ ସହରରେ ଭିଡ଼ ଜମିବ। ତେବେ କରୋନାର ଦ୍ୱିତୀୟ ଲହରୀ ଆଶଙ୍କାରେ ବିଏମ‌ସି ବିବାହ ଉତ୍ସବ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ରାଜଧାନୀରେ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ ୧୦୦ ଜଣରୁ ଅଧିକ ଲୋକ…

ଆଇସୋଲେସନ୍ ବ୍ୟବସ୍ଥା ପାଇଁ ନୂଆ ଏସ୍ଓପି ଜାରି କଲା ବିଏମ୍‌ସି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସ୍ଥିତି ବେଶ୍‌ ଗମ୍ଭୀର ରହିଛି। ଦୈନିକ ୫୦୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜଧାନୀର କରୋନା ସ୍ଥିତିକୁ ଆଇସୋଲେସନ୍‌ ବ୍ୟବସ୍ଥା ପାଇଁ ନୂଆ ଏସ୍‌ଓପି ଜାରି କରିଛି…

ବସ୍ତି ଅପେକ୍ଷା ଅଣବସ୍ତି ଅଚଂଳରେ ଅଧିକ ବ୍ୟକ୍ତି ସଂକ୍ରମିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବସ୍ତି ତୁଳନାରେ ଅଣବସ୍ତି ଅଂଚଳରେ କରୋନା ଭାଇରସ ଅଧିକ କାୟା ବିସ୍ତାର କରିଛି । ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ସେ କହିଛନ୍ତି ଯେ ବସ୍ତି ଅଂଚଳରେ ଏବେ ମୋଟ…

ବିଏମ୍‌ସିର ୩ କର୍ମଚାରୀଙ୍କୁ କରୋନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ୩ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଇଞ୍ଜିନିୟର ଓ ଜଣେ ଡ୍ରାଇଭର ଅଛନ୍ତି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି।୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ…

ରାଜଧାନୀକୁ ଆସିପାରିବେନି ବାହାର ଶ୍ରମିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ରାଜଧାନୀରେ କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ଚରମ ପଦକ୍ଷେପ । ଆସନ୍ତା ତଥା ଜୁଲାଇ ୩୧ ତାରିଖ ଯାଏଁ ଭୁବନେଶ୍ୱରରେ ବାହାର ରାଜ୍ୟର ଶ୍ରମିକଙ୍କ ଉପରେ ଲାଗିଲା କଟକଣା । କରୋନା ମହାମାରୀକୁ ନଜରରେ ରଖି ରାଜଧାନୀର କୌଣସି ବି ଶିଳ୍ପାଂଚଳ…

ବରିଷ୍ଠ ନାଗରିକଙ୍କୁ ‘ସଚେତକ’ ଆପ୍‌ ମାଧ୍ୟମରେ ସରକାରୀ ଗାଇଡଲାଇନ ଦିଆଯାଉଛି: ବିଏମ୍‌ସି କମିସନର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ନାଗରିକମାନଙ୍କୁ ସଚେତକ ଆପ୍‌ ମାଧ୍ୟମରେ ସରକାରୀ ଗାଇଡଲାଇନ ଦିଆଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବରିଷ୍ଠ ନାଗରିକ, ଗର୍ଭବତୀ, ବହୁରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ…

ଭୁବନେଶ୍ୱରରେ ଖୋଲିବ ଦୋକାନ, କ’ଣ ଖୋଲିବ ଆଉ କ’ଣ ରହିବ ବନ୍ଦ?

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱରରେ ଖୋଲିବ ଦୋକାନ। କେତେଟାରୁ କେତେବେଳ ଯାଏଁ , କ’ଣ ଖୋଲିବ ଆଉ କ’ଣ ରହିବ ବନ୍ଦ? ଏନେଇ ନୂଆ ଗାଇଡଲାଇନ୍ ଜାରି କରିଛି ବିଏମସି। ୩୭ ଦିନ ଧରି ଲକ୍ ଡାଉନ୍‌ରେ ଥିବା ଭୁବନେଶ୍ବରକୁ କଟକଣା ମୁକ୍ତ କରାଯାଇଛି। ତେବେ ସମ୍ପୂର୍ଣ୍ଣ ବଜାର ଚଳଚଞ୍ଚଳ ହେବ ନାହିଁ।…