ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ବୈଠକ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ମେ’ ୫ରେ ହେବାକୁ ଥିବା ଲଘୁଚାପକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ପାଣିପାଗ ସଂସ୍ଥା । ଇସିଏମଡବ୍ଲୁଏଫର ମଡେଲ ଅନୁସାରେ ଏହି ବାତା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏହା ପଶ୍ଚିମବଙ୍ଗର ଗଙ୍ଗାନଦୀ ଅବବାହିକାରେ ସ୍ଥଳଭାଗ ଛୁଇଁବ ବୋଲି…