ପୁରୀ ଜିଲ୍ଲା କଟକପଡା ଜୀବନ ବିନ୍ଦୁ ରକ୍ତଦାନ ଶିବିର ପରିଭ୍ରମଣ କଲେ ସଞ୍ଜୟ ଦାସବର୍ମା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବେଣ୍ଟପୁର ପଞ୍ଚାୟତର କଟକପଡା ଠାରେ ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର…