ଏହି ଗାଁରେ ସମସ୍ତେ ଅନ୍ଧ, ଜାଣନ୍ତୁ କାରଣ
ଆପଣ କେବେ ଶୁଣିଛନ୍ତି କି ଯେ ଦୁନିଆରେ ଏପରି ଏକ ଗାଁ ଅଛି ଯେଉଁଠାରେ କେବଳ ମଣିଷ ନୁହଁନ୍ତି ସମସ୍ତ ପ୍ରାଣୀ ମଧ୍ୟ ଅନ୍ଧ ଅଟନ୍ତି। ଏପରିକି ସେମାନଙ୍କର ଜନ୍ମ ହେଉଥିବା ପରବର୍ତ୍ତୀ ପିଢ଼ି ମଧ୍ୟ ଅନ୍ଧ ହୋଇଥାନ୍ତି। ଏମିତି କେମିତି ହୋଇପାରେ ବୋଲି ଆପଣ ଭାବୁଥିବେ, ଆଉ କହିବେ ଗୋଟେ ନୁହେଁ କି…