ମଙ୍ଗଳବାର ଦିନ ହନୁମାନଙ୍କ ନିକଟରେ କଳାସୁତା ରେ କରନ୍ତୁ ଏହି ଉପାୟ,ଦୂର ହେବ ସମସ୍ତ ସମସ୍ୟା
ଆଜିକାଲି ଆମେ ଅଧିକାଂଶ ମହିଳା ଓ ପୁରୁଷଙ୍କୁ ଦେଖୁଛୁ ଗୋଡ଼ରେ, ହାତରେ, ବେକରେ କଳାସୂତା ବାନ୍ଧିବାର l ଏହା କେବଳ ସାଧାରଣ ଲୋକ ନୁହନ୍ତି ବଲିଉଡ ସେଲିବ୍ରେଟି ମାନେ ମଧ୍ୟ ପିନ୍ଧି ଥାଆନ୍ତି l କିନ୍ତୁ ଏହା ଶାସ୍ତ୍ରଗତ ଦୃଷ୍ଟିରେ ଦର୍ଶାଉଛି ଯେ ଏହା ସମସ୍ତ କ୍ଷେତ୍ରରେ ଠିକ ନୁହେଁ l କିଛି ଲୋକ…