Browsing Tag

BJP

ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେପିର ବଡ ପ୍ରସ୍ତୁତି। ଆଜି ବସୁଛି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ। ଆଜିର ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ରାଜ୍ୟ ସହପ୍ରଭାରୀ ବିଜୟ ପାଲ୍‌ ସିଂ ତୋମାର…

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ବିଜେଡିରୁ ଦେଇଥିଲେ ଇସ୍ତଫା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ। କିଛିଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପରସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ, ଆଠମଲ୍ଲିକରୁ ୨୦୦୯ ଏବଂ…

ମମିତା ହତ୍ୟା ମାମଲାରେ ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର । ମନ୍ତ୍ରୀ ଦିବ୍ୟଶଙ୍କର କାହିଁକି ଲୁଚିଥିଲେ ଓ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ବାରିପଦାରେ କାହିଁକି ମଞ୍ଚରେ ବସିଲେ ନାହିଁ ଦିବ୍ୟଶଙ୍କର ? DIG କେଉଁ ଅଧିକାର ବଳରେ କହିଲେ ଯେ…

ପୋଲିସ ଉପରେ ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ତୁଟିଗଲେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସାଂଘାତିକ ହେବ: ସମୀର…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୫ ବର୍ଷରେ ରାଜ୍ୟରେ ୨୭୦୦୦ରୁ ଉର୍ଦ୍ଧ୍ୱ ଶିଶୁ ନିଖୋଜ ହୋଇଛନ୍ତି । ରାଜ୍ୟରେ ପ୍ରତିଦିନ ଚାରି ଧର୍ଷଣ ଓ ୬ ଅପହରଣର ଶିକାର ହେଉଛନ୍ତି। ମା,ଭଉଣୀ ଓ ଶିଶୁମାନେ ଭୟଭୀତ ଅଛନ୍ତି। ଏନସିଆରବି ରିପୋର୍ଟରେ ମହିଳା ନିର୍ଯ୍ୟାତନା ଓ ହିଂସାରେ ଓଡିଶା ରାଜ୍ୟ ସମଗ୍ର ଭାରତ…

ଆଉ ୧୪ ଟଙ୍କା ଭ୍ୟାଟ୍ କମାନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି

ଦୀପାବଳି ପୂର୍ବଦିନ ପେଟ୍ରୋଲ, ଡିଜେଲ ଉପରେ ଉତ୍ପାଦ ଶୁଳ୍କ କମାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସାଧାରଣ ଲୋକଙ୍କୁ ବଡ ଆଶ୍ବସ୍ତି ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, ପେଟ୍ରୋଲ ଓ ଡିଜେଲ…

ବିଜେପି ନେତା ସମ୍ବିତ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେଡି

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁକୁ ବିଜେପି ପକ୍ଷରୁ ଭୁଲ ଭାବେ ଲେଖିବାକୁ ବିରୋଧ କରିଛି ବିଜେଡି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏଥିପାଇଁ ଦାୟୀ ବୋଲି ଦଳ ଅଭିଯୋଗ ଆଣିଛି। ଏନେଇ ଶନିବାର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ କରାଯାଇ…

ବିଜେପି ଓ କଂଗ୍ରେସ ଛାଡ଼ି ଶଙ୍ଖ ଫୁଙ୍କୁଛନ୍ତି ଶତାଧିକ କର୍ମୀ

କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ଶକ୍ତିଶାଳୀ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡରେ ସାମିଲ ହେଉଛନ୍ତି ନେତା ଓ କର୍ମୀ । ଆଜି କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଶତାଧିକ ଲୋକ ବିଜେଡିରେ ମିଶିଛନ୍ତି…

ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର ୩୧।୧୦: ଶାସକ ଦଳକୁ ଘେରିଲା ବିଜେପି । ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ରାଜଭବନ ଆଗରେ ବିକ୍ଷୋଭ ଓ ଧାରଣାକୁ ନେଇ ବିଜେପି ରଖିଛି ଜବାବ। ମମିତା ମେହେର ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ବିଜେଡ଼ିର ଏହା ଚାଲ୍‌ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ…

ପାର୍ଟି ଅଫିସରୁ ହଟିବ ମହାମନ୍ତ୍ରୀଙ୍କ ଆବାସ, ସଭାପତିଙ୍କ ହାତରେ ରହିବ କ୍ଷମତା କେନ୍ଦ୍ର

ଭାରତୀୟ ଜନତା ପାର୍ଟି ନିଜ ସଂଗଠନକୁ ସୁଦୃଢ କରିବା ପାଇଁ କସରତ ଆରମ୍ଭ କରିଛି । କେନ୍ଦ୍ରୀୟରୁ ନେଇ ରାଜ୍ୟ ସ୍ତରୀୟ ସଂଗଠନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ କିଛି ବ୍ୟବସ୍ଥାପିତ ପରିବର୍ତ୍ତନ କରିବାକୁ ଯାଉଛି। ଏହା ଅଧୀନରେ ଦଳ କାର୍ଯ୍ୟାଳୟରେ ସଂଗଠନର ସାଧାରଣ ମନ୍ତ୍ରୀଙ୍କ ପାଇଁ ଗୃହ…

ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୨୬ ଏବଂ ୨୭ରେ ରାଜ୍ୟର ସବୁ ଏସ୍‌ପି ଅଫିସ୍ ଘେରିବ ବିଜେପି ଯୁବ ମୋର୍ଚ୍ଚା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ ସାମ୍ବାଦିକ ସମ୍ମିଳନୀ । ମମିତା ମେହେର ପ୍ରସଙ୍ଗରେ ଆଗାମୀ ୨୬ ଏବଂ ୨୭ ତାରିଖରେ ରାଜ୍ୟର ସବୁ ଏସ୍‌ପି ଅଫିସ୍ ଘେରାଉ କରିବ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । ଯେ ପର୍ଯ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ…