Browsing Tag

BJP

ପୈାର ନିର୍ବାଚନ ବିଜ୍ଞପ୍ତିରଦ୍ଦ କରିବା ଦାବୀରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ପୈାରାଂଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଗତ ୨ ତାରିଖ ଦିନ ବିଜ୍ଞପ୍ତି ଜାରୀ କରିଛନ୍ତି ।ୱାର୍ଡ ସ୍ତରୀୟ ଇଲେକ୍ଟ୍ରୋରାଲ ତାଲିକା ପ୍ରସ୍ତୁତି କରାଯାଇ ଭୂବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ…

ନିର୍ବାଚନୀ ହିଂସାରୁ ନିବୃତ ରହୁ ବିଜେଡି : ଡ.ଲେଖାଶ୍ରୀ

ଓଡିଶା ଫାଷ୍ଟ : ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସନ କ୍ଷମତା ଏବଂ ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଥିବାର ପ୍ରମାଣିତ ହେବା ସତ୍ୱେ ରାଜ୍ୟ…

ସରକାରୀ କର୍ମଚାରୀ କୈାଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରିବା ଧର୍ତବ୍ୟ ଅପରାଧ ଏବଂ ଦଣ୍ଡନୀୟ : ଗୋଲକ…

ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି ସଂପୃକ୍ତ ସରକାରୀ କର୍ମଚାରୀ ଓ ଅଫିସରଙ୍କ ବିରୋଧରେ କଠୋର ଏବଂ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କରନ୍ତୁ ରାଜ୍ୟ ନିର୍ବାଚନ କମିଶନ ନୟାଗଡ ଜିଲ୍ଲା ଓଡଗାଁ ବିଡିଓଙ୍କ ନିର୍ଦ୍ଦେଶରେ…

ଆଚରଣ ବିଧି ଉଲ୍ଲଙ୍ଘନ କଲା ବିଜେପି: ବିଜେଡି ଆଣିଲା ଅଭିଯୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରିଛି ବିଜେଡି। ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ପେଟ୍ରୋଲ ପମ୍ପରେ ଲାଗିଛି କେନ୍ଦ୍ର ଶାସିତ ବିଜେପି ସରକାରଙ୍କ ହୋଡିଂ । ଯାହାକୁ ବର୍ତ୍ତମାନ ସୁଦ୍ଧା ହଟାଯାଇନି । ଏମିତି ଅଭିଯୋଗ…

ପଞ୍ଚାୟତ ନିର୍ବାଚନରେ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇଲା ବଜେପି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ସ୍ବଚ୍ଛତା ନେଇ ପ୍ରଶ୍ନ କଲେ ବଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ କରିବା ନେଇ କମିଶନଙ୍କୁ କାର୍ଯ୍ୟରେ ଲଗାଇଛନ୍ତି । ଯେଉଁଭଳି ଭାବରେ ସରକାର କହିଥିଲେ ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ ପାଇବ । ହେଲଡ଼…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା କରି ପ୍ରଦୀପ ପ୍ରଜ୍ଜ୍ୱଳନ କଲେ ରାଜ୍ୟ ସଭାପତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଦୀପଦାନ କରିଛି ବିଜେପି। ଏହା ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଛି ଦଳ। ପ୍ରଧାନମନ୍ତ୍ରୀ ସୁସ୍ଥ ରହିବା ସହ ଏହିଭଳି ଭାବରେ ଦେଶସେବା ଜାରି ରଖିଥାନ୍ତୁ ବୋଲି ଦଳ କହିଛି। ଦଳ କହିଛି ଯେ…

ଅପରାଧୀଙ୍କୁ ସୁରକ୍ଷା ଦେଉଥିବାର ପ୍ରମାଣିତ କରିଛନ୍ତି ରାଜ୍ୟ ସରକାର: ଐଶ୍ୱର‌୍ୟା ବିଶ୍ୱାଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା କେବଳ ସ୍ଲୋଗାନରେ ସୀମିତ । ବିଜେଡି ଶାସନରେ ‘କ୍ରିମିନାଲାଇଜେସନ୍ ଇନ୍ ପଲିଟିକ୍ସ୍‌’ ର୍କମାଗତ ଭାବେ ବୃଦ୍ଧି ପାଇଚାଲିଛି । ଏହାର ସଦ୍ୟତମ ଉଦାହରଣ କୋରାପୁଟ ଜିଲ୍ଲା ଜୟପୁର ବ୍ରାହ୍ମଣୀ ଗ୍ରାମରେ ବନ୍ଧୁକ ମୁନରେ ଗଣଦୁଷ୍କର୍ମ…

BMC ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍‌, କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବରିଷ୍ଠ ନେତା

ଭୁବନେଶ୍ୱର ୧୮।୧୨: ଭୁବନେଶ୍ୱର ମହାନଗର ନିଗମ ଦଖଲ ପାଇଁ ବିଜେପିର ବିଗ୍ ପ୍ଲାନ । ଜିଲ୍ଲା କାର୍ଯ୍ୟକାରିଣୀରେ ଏନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ବରିଷ୍ଠ ନେତା । ଖବର ଅନୁଯାୟୀ, ଭୁବନେଶ୍ୱରରେ ଚାଲିଛି ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ । ଏଥିରେ ବିଜେପି ରାଜ୍ୟ ସଭାପତି…

ଓଡିଶାରେ ମହିଳା ବିପଦରେ ଅଛନ୍ତି, ସତ ପଦାରେ ପକାଇଛି ଏନସିଆରବି ରିପୋର୍ଟ : ବିଜେପି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ୪୮ଦିନ ବ୍ୟାପି ମମିତା ମେହେର ହତ୍ୟା ପ୍ରତିବାଦରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ବିଜେପି ପ୍ରତିବାଦ ଚାଲୁ ରଖିଛି । ବିରୋଧୀ ଦଳମାନେ ମଧ୍ୟ ସାମିଲ ହୋଇଛନ୍ତି । ରାଜ୍ୟ ସରକାର ଯେତେଦିନ ପର୍ଯ୍ୟନ୍ତ ଗୃହ…

ବିଜେପିର କାର୍ଯ୍ୟକାରିଣୀ: ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ଵର ୨୪।୧୧: ଆଜି ଭୁବନେଶ୍ବରରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳର ବରିଷ୍ଠ ନେତାମାନେ ଦଳର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି। ବିଶେଷ କରି ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାର ଦଳ ତାର ରଣନୀତି ତିଆରି କରିଛି। ମମିତା ମେହେର ହତ୍ୟା…