Browsing Tag

BJP

ବିଜେପିରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ!

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ । ଜୁନ୍‌-୨ ତାରିଖରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବା ନେଇ ସୂଚନା ମିଳିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ବିଜେପି ହାର୍ଦ୍ଦିକଙ୍କୁ…

ଆଜି ଶେଷ ହେବ ବଜ୍ରରାଜନଗର ଉପନିର୍ବାଚନ ପାଇଁ ପ୍ରଚାର

ଝାରସୁଗୁଡା (ଓଡ଼ିଶା ଫାଷ୍ଟ ବ୍ୟୁରୋ): ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ । ତେବେ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବାକୁ ଥିବା ବେଳେ ଘରକୁ ଘର ବୁଲି ପ୍ରଚାରକମାନେ ଜୋରଦାନ କ୍ୟାମ୍ପେନିଂ କରୁଛନ୍ତି । ଗଡ ହାତେଇବାକୁ ସବୁ ରାଜନୈତିକ ଦଳ ଦିନ ରାତି ଏକ କରି ପ୍ରଚାର ଜୋରଦାର…

ବିଜେପି ହାତ ଛାଡ଼ିବେ ନୀତୀଶ!

ପାଟନା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଦ୍ମ ଛାଡ଼ିବେ ନୀତୀଶ କୁମାର । ସେ ବିଜେପି ହାତ ଛାଡ଼ି ଆରଜେଡିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ବିହାର ରାଜନୀତି ସରଗରମ ହୋଇଉଠିଛି । ଆସନ୍ତା ମାସ ରାଜ୍ୟସଭା ନିର୍ବାଚନ ଏବଂ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ…

ବ୍ରଜରାଜନଗର ଉପନିର୍ବାଚନ : ବିଜେଡିର ୪୦ ଜଣ ଷ୍ଟାର ପ୍ରଚାରକ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଘୋଷଣା ହେଲା ଷ୍ଟାର ପ୍ରଚାରକ ତାଲିକା । ଏଥିନିମନ୍ତେ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଥିବା ବେଳେ ଏଥିରେ ସାମିଲ ଅଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ବାଦ…

ଷ୍ଟାର ପ୍ରଚାରକ ତାଲିକାରେ ୫ କେନ୍ଦ୍ରମନ୍ତ୍ରୀ, ବାଦପଡ଼ିଲେ ବିଜୟ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): କଂଗ୍ରେସ ଦଳ ପରେ ଏବେ ବିଜେପି ପକ୍ଷରୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରାଯାଇଛି । ବିଜେପି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବା ଲାଗି ୫ ଜଣ କେନ୍ଦ୍ରମନ୍ତ୍ରୀ ବ୍ରଜରାଜନଗର ଆସିବେ।…

କେଜ୍ରିୱାଲ ସରକାର ବିରୋଧରେ ବିଜେପିର “ପୋଲ୍‌ ଖୋଲ” ଅଭିଯାନ

ନୂଆଦିଲ୍ଲୀ/ଭୁବନେଶ୍ବର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀରେ କ୍ଷମତାସୀନ କେଜ୍ରିୱାଲ ସରକାରଙ୍କ ବିରୋଧରେ ବିଜେପିର “ପୋଲ୍‌ ଖୋଲ” ଅଭିଯାନ ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ତଲକଟୋରା ଷ୍ଟାଡିୟମରେ ଆୟୋଜିତ ଏକ ବିଶାଳ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ…

‘ଗ୍ୟାସ୍’ ରାଜନୀତି: ବିଜେଡି, ବିଜେପି ଏବଂ କଂଗ୍ରେସଙ୍କ ବୟାନବାଜି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): କରୋନା ମହାମାରୀ ସମୟ ପରେ ପରେ ପ୍ରତିଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ପାଇଚାଲିଛି । ବିଶେଷ କରି ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ୍ ଏବଂ ଖାଇବା ତେଲ ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ଇତିମଧ୍ୟରେ ଶୁକ୍ରବାର କେନ୍ଦ୍ର ସରକାର…

ବ୍ରଜରାଜନଗର ଉପନିର୍ବାଚନ : ବିଜେପି ପ୍ରାର୍ଥୀ ରାଧାରାଣୀ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେପି ପକ୍ଷରୁ ରାଧାରଣୀ ପଣ୍ଡାଙ୍କୁ ବ୍ରଜରାଜନଗର ପାଇଁ ପ୍ରାର୍ଥୀ କରାଯାଇଛି। ବିଜେପି ନିର୍ବାଚନ ରଣନୀତିକୁ ଦୃଷ୍ଟିରେ ରଖି ମହିଳା କାର୍ଡ ଖେଳିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।…

ବିଧାୟକଙ୍କୁ ଗିରଫ ଦାବିରେ ବିଜେପିର ରାଳି

ଉମରକୋଟ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରୁନାହାନ୍ତି । ତେଣୁ ଗିରଫ ଦାବିରେ ବିଜେପିର ବିଶାଳ ରାଲି । ଉମରକୋଟରେ ବିଜେପିର ବିଶାଳ ରାଲି ସହ ବ୍ଲକ ଅଫିସ ଓ ଇଲେକ୍ଟ୍ରି ଅଫିସ ଘେରାଉ ।

୧୬ ବର୍ଷ ତଳ ଚାକିରୀ କାଳରେ ଦୁର୍ନୀତିକୁ ନେଇ ପ୍ରଶ୍ନ କଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅର୍ଗସ୍ ବ୍ୟୁରୋ : ଚାକିରୀ କାଳରେ ଖସିଯାଇଥିଲେ। ବିଧାୟକ ହେବା ପରେ ଫଶିଗଲେ । ୧୬ ବର୍ଷ ତଳେ ହୋଇଥିବା ଏକ ଦୁର୍ନୀତି ମାମଲାକୁ ନେଇ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ଉପସଭାପତି ବଳଭଦ୍ର ମାଝି ଅଭିଯୋଗ…