Browsing Tag

BJP

ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୈତିକ ରୂପ ଦିଆଯାଉଛି : ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିଜେପିର ହାଇଡ୍ରାମା । ପ୍ରତିକ୍ରିୟା ରଖିଲା ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ଏଲିନା ଦାସ ଓ ଇପ୍‌ସିତା ସାହୁ ।…

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜେଡି ଛାଡି ବିଜେପିରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଅଞ୍ଜଳି ବେହେରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ସେ ବିଜେପିରେ ଯୋଗଦେଇଛନ୍ତି । ତାଙ୍କ…

ବିଜେପି ପତାକା ଚିରିବା ସହ ପ୍ରଚାର ଗାଡ଼ି ଭଙ୍ଗାରୁଜା ଅଭିଯୋଗ

ପିପିଲି ଉନିର୍ବାଚନ ପାଇଁ ଗତକାଲିଠାରୁ ଆରମ୍ଭ ହୋଇଛି ପ୍ରଚାର, ମାଳମାଳ ଗାଡ଼ି ସାଙ୍ଗକୁ ଗଣ୍ଡାଗଣ୍ଡା ନେତା ଗଦା ହୋଇଛନ୍ତି। ତେବେ ନିର୍ବାଚନ ପୂର୍ବରୁ ପିପିଲିରେ ରାଜନୈତିକ ଅଶାନ୍ତି ଦେଖା ଦେଇଛି। ବିଜେପି ପତାକା ଚିରିବା ଓ ପ୍ରଚାର ଗାଡ଼ିକୁ ଭଙ୍ଗାରୁଜା ଅଭିଯୋଗରେ ରାସ୍ତାରୋକ କରିଛନ୍ତି…

ପାର୍ବଣ ଋତୁରେ କରୋନା କଟକଣକୁ ବିରୋଧ କଲା କଟକ ନଗର ବିଜେପି, ୧୩ରେ ବନ୍ଦ ଡାକରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୩ରେ କଟକ ବନ୍ଦ ଡାକରା। କଟକ ନଗର ବିଜେପି ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆସନ୍ତା ପାର୍ବଣ ଋତୁରେ କରୋନା କଟକଣକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ ସୂଚନା ଦେଇଛନ୍ତି ।…

ମିଶନ ୨୦୨୨ : ବିରୋଧୀଙ୍କୁ ବୁଥ୍‌ସ୍ତରରେ ଝଟ୍‌କା ଦେବ ବିଜେପି, ବିଜୟୀ ପାଇଁ ଦଳ କରିଛି ମାଇକ୍ରୋ ପ୍ଲାନିଂ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପିର ଏବେ ମିଶନ-୨୦୨୨। ସବୁ ବିରୋଧୀଙ୍କୁ ଝଟ୍‌କା ଦେବାକୁ ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି । ଏଥିପାଇଁ ଦଳ ମାଇକ୍ରୋ ପ୍ଲାନିଂରେ ଲାଗିଯାଇଛି । କେବଳ ବିରୋଧୀ ଦଳର ବଡ଼ ବଡ଼ ନେତା ନୁହେଁ ବରଂ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର…

ରାଜ୍ୟସଭା ସାଂସଦ ନାରାୟଣ ରାଣେ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର କରି ଗିରଫ ହେଲେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ନାରାୟଣ ରାନେ । ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା ପାଇଁ କହିଥିଲେ । ରାଣେଙ୍କ…

ରାଜ୍ୟ ସରକାର ତୁରନ୍ତ ସମସ୍ତ ମଣ୍ଡିରୁ ଧାନ ନଉଠାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କପାଖରେ ଧାନ ବିକ୍ରି ନ ହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି । ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ପ୍ରାୟ ୫ ହଜାର ଚାଷୀଙ୍କ ଟୋକନ ଲ୍ୟାପସ୍ ହେବା କାରଣରୁ…

ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ, ବିଜେପି ନେତାଙ୍କୁ ଆକ୍ରମଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବ ବିବାଦକୁ ନେଇ ବିଜେପି ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଭଡ଼ାଟିଆ ଗୁଣ୍ଡା। ଅଭିଯୁକ୍ତଙ୍କ ଗିରଫଦାରୀ ଦାବି କରି ହଜାର ହଜାର ଲୋକ ଏକାଠି ହୋଇଛନ୍ତି। ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି। ଏନେଇ…

ବିଜେପି ପ୍ରାର୍ଥୀଙ୍କ ଗାଡ଼ିରୁ ଇଭିଏମ୍ ଜବତ, ୪ ନିର୍ବାଚନୀ ଅଧିକାରୀ ନିଲମ୍ବିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସାମରେ ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ମତଦାନ ହୋଇଥିଲା। ଏହି ମଧ୍ୟରେ ଆଜି ବିଜେପିର ଏକ ପ୍ରାର୍ଥୀଙ୍କ ଗାଡ଼ିରୁ ଇଭିଏମ୍ ମେସିନ ଜବତ ହୋଇଛି। ଏହି ଘଟଣାରେ ନିର୍ବାଚନୀ ଆୟୋଗ ପକ୍ଷରୁ ୪ ଜଣ ନିର୍ବାଚନୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣାକୁ…

ବିଜେପିର ନିର୍ବାଚନୀ ଇସ୍ତାହାର : ମହିଳାଙ୍କୁ ମାଗଣା ଶିକ୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ରବିବାର ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ‘ସଙ୍କଳ୍ପ ପତ୍ର’ ନାମରେ ନାମିତ ଇସ୍ତାହାରକୁ ଉନ୍ମୋଚନ କରିବା ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିଜେପି କ୍ଷମତାକୁ…