ଡେଙ୍ଗୁ ମୃତ୍ୟୁକୁ ନେଇ ମଶାରୀ ଟାଙ୍ଗି ପ୍ରତିବାଦ କଲେ ବିଜେପି କର୍ମୀ
ବିଜେପିର ଅଭିନବ ପ୍ରତିବାଦ । ଡେଙ୍ଗୁ ମୃତ୍ୟୁକୁ ନେଇ ମଶାରୀ ଟାଙ୍ଗି ପ୍ରତିବାଦ କଲେ ବିଜେପି କର୍ମୀ । ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଡେଙ୍ଗୁ ନିୟନ୍ତ୍ରଣରେ ପ୍ରଶାସନ ଏ ଦିଗରେ ସଠିକ କାର୍ଯ୍ୟ କରୁନଥିବା ଅଭିଯୋଗ କରି ବିଜେପି କର୍ମୀ ଧାରଣା ଦେଇଛନ୍ତି । ରାଜଧାନୀରେ…