୨୦୨୨ରେ ପାଞ୍ଚ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ସହ ନିର୍ବାଚନ ଲଢିବ ବିଜେପି !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ନେଇ ଶାସକ ବିଜେପିଠୁ ନେଇ ବିରୋଧୀ ସମସ୍ତେ ରଣନୀତି ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। ହେଲେ ନିର୍ବାଚନୀ ବିଶେଷଜ୍ଞଙ୍କ ଅନୁଯାୟୀ, ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି…