ମମିତା ମେହେର ହତ୍ୟା ମାମଲା: ବିଜେପିର ୮ ଘଣ୍ଟିଆ ବନ୍ଦ ପାଳନ
୮ ଘଣ୍ଟିଆ ପଦ୍ମପୁର ବନ୍ଦ । ଅଖ, ଚକ ବନ୍ଦ ଘୋଷଣା କରିଛି ପଦ୍ମପୁର ବିଜେପି। ମମିତା ମେହେର ଓ ଗୋବିନ୍ଦ କୁମ୍ଭାର ହତ୍ୟାକାଣ୍ଡର ସି.ବିଆଇ ତଦନ୍ତ ଦାବିରେ ଏହିବନ୍ଦ କରାଯାଇଛି । ମୁଖ୍ୟତଃ ମମିତା ମେହେର ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ସହ ବହିଷ୍କାର ଦାବି କରିଛି ବିଜେପି ।…