ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି : ବିଜେପିର ହଲ୍ଲାବୋଲ ଆନ୍ଦୋଳନ
ମମିତା ହତ୍ୟା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି। ଦଳୀୟ ଅଫିସରୁ ବିଧାନସଭା ଯାଏ ରାଲି କଲେ ହଜାର ହଜାର କର୍ମୀ। ଲୋୟର ପିଏମ୍ଜି ପର୍ଯ୍ୟନ୍ତ ରାଲିରେ ଯାଇ ଧାରଣାରେ ବସିଲେ ବିଜେପି କର୍ମୀ। ଏହାପରେ ପୋଲିସ୍ ବ୍ୟାରିକେଡ ଭାଙ୍ଗି ବିଧାନସଭାକୁ ଅଗ୍ରସର ହେବାକୁ ଉଦ୍ୟମ କରିଥିଲେ…