ନବୀନ ବାବୁଙ୍କ ସରକାରରେ ଅରାଜକତା ଓ ହିଂସା ଶୀର୍ଷରେ ପହଂଚିଛି ଏବଂ ଗତକାଲିର ହିଂସାକାଣ୍ଡ ଏହାର ସଦ୍ୟତମ ଉଦାହରଣ: ସମୀର…
ଭୁବନେଶ୍ୱର,ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ତ୍ରିସ୍ତରୀୟ ପଚାଂୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଛି । ଗତ ୨୦୧୭ ପଂଚାୟତ ନିର୍ବାଚନ ସମୟରେ ବିଜେଡିର ରାଜନୈତିକ ହିଂସାରେ ଆମ ଦଳର ୧୩ ଜଣ କାର୍ଯ୍ୟକର୍ତାଙ୍କ ମୁଣ୍ଡ ଗଡ଼ିଥିଲା ବେଳେ ପରବର୍ତୀ ସମୟରେ ମାହାଙ୍ଗା ଡବଲ ମର୍ଡର…