ଓଡିଶାବାସୀ ଚାହୁଁଛନ୍ତି ପରିବର୍ତନ:ଡି.ପୁରନ୍ଦେଶ୍ୱରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବର୍ଷ ଧରି ବିଜେଡି ଶାଷିତ ରାଜ୍ୟକୁ ଓଡିଶାବାସୀ ଦେଖିଛନ୍ତି ଏବଂ ଏଭଳି କୁଶାସନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଓଡିଶାବାସୀ । ରାଜ୍ୟରେ ନବୀନ ସରକାର ବିଭିନ୍ନ ଜନମଙ୍ଗଳ ଯୋଜନାରୁ ରାଜ୍ୟବାସୀଙ୍କୁ ବଂଚିତ ରଖିଛନ୍ତି । କେନ୍ଦ୍ରରେ ମୋଦି ସରକାର ଗରିବଙ୍କ ପାଇଁ ଅନେକ…