ରାଜ୍ୟସଭା ପଦରୁ ଇସ୍ତଫା ଦେଲେ ଅମିତ ଶାହା, ପଢନ୍ତୁ କାହିଁକି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ନିଜ ସହଯୋଗୀଙ୍କ ସହ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛନ୍ତି । ତେଣୁ ଅମିତ ଶାହାଙ୍କ ଘରେ ଓ ବିଜେପି ପାର୍ଟି ଅଫିସରେ ଚାଲିଛି ଘନ ଘନ ବୈଠକ । ଆଜି ଦୀର୍ଘ ୫ ଘଣ୍ଟା ଧରି ଅମିତ ଶାହାଙ୍କ…