କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତ ଓ ଯୁବକଙ୍କ ସୁରକ୍ଷା ପାଇଁ ଆସନ୍ତା ୨୮ତାରିଖରେ ବିଧାନସଭା ଘେରିବ…
ଓଡିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ l ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଓଡ଼ିଶାର ଯୁବକମାନଙ୍କୁ ଦୁଃଖିତ ଓ ମର୍ମାହତ କରିଛି । ୨୩ ବର୍ଷ ଶାସନ କାଳରେ ଓଡିଶାରେ ଯୁବପୀଢ଼ି ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଏନେଇ ଯୁବକମାନେ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି ।…