Browsing Tag

BJP news

ନିର୍ବାଚନ ପାଖେଇ ଆସିଲେ ଶାସକ ଦଳକୁ ଅନୁସୁଚିତ ଜାତି ଓ ଜନଜାତିଙ୍କ କଥା ମନେ ପଡେ, ପରେ ଭୁଲିଯାଆନ୍ତି: ବିଜେପି

ଜନଜାତି ବହୁଳ ଜିଲ୍ଲାଗୁଡ଼ିକର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସଂରକ୍ଷଣ, ପ୍ରଜାତିକ, ପରିଚିତିର ସ୍ଥିତାବସ୍ଥା ବଜାୟ ରଖିବା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ଗଠନ କରିଥିଲେ । ମାତ୍ର…

ଏ ବୟସରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଡାହା ମିଛ ଶୋଭା ପାଉନାହିଁ: ଲେଖାଶ୍ରୀ ସାମନ୍ତସିଂହାର

ଏ ବୟସରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଡାହା ମିଛ ଶୋଭା ପାଉନାହିଁ । ବିଜୁ ଜନତା ଦଳ ମହିଳାଙ୍କୁ ବାରମ୍ବାର ଅପମାନିତ କରୁଛି । ନବୀନ ବାବୁଙ୍କ ୨୩ ବର୍ଷ ଶାସନରେ ଓଡିଶାର ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ । ମମିତା, ପରୀ, ସ୍ମିତାରାଣୀ, ସୋନାଲିକା ଓ ସଂଯୁକ୍ତାଙ୍କୁ କେବେ ନ୍ୟାୟ ଦେବେ ସରକାର ?…

ମନ୍ତ୍ରୀ ପ୍ରତାପ ଦେବଙ୍କ ଭାଷା ରାଜ୍ୟ ସରକାରଙ୍କ ହିନ୍ଦୁ ବିରୋଧୀ ଭାବକୁ ପ୍ରକାଶ କରୁଛି: ସମୀର ମହାନ୍ତି

ବିଜେଡି ଶାସନରେ ଓଡ଼ିଶାରେ ଅରାଜକତା ବ୍ୟାପିଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଦେଖାଦେଇଥିବାରୁ ଓଡ଼ିଶାବାସୀଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ପରେ ଝାରସୁଗୁଡାରେ ଏକ ଶିଶୁର ଅପହରଣ ଓ ମୃତଦେହ ମିଳିବା ଏବଂ ସେହିପରି ରାଜ୍ୟରେ…

ଓଡ଼ିଶା ଧନୀ, ରାଜ୍ୟର ଶାସନକର୍ତ୍ତା ଧନୀ ମାତ୍ର ଓଡ଼ିଶାର ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି : ଲେଖାଶ୍ରୀ…

ଏଡିଆର ରିପୋର୍ଟ ଅନୁଯାୟୀ ବିଜେଡି ଦ୍ବିତୀୟ ସର୍ବାଧିକ ଧନୀ ଦଳ ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ରିପୋର୍ଟରୁ ସ୍ପଷ୍ଟ ଯେ ଓଡ଼ିଶା ଧନୀ, ରାଜ୍ୟର ଶାସନକର୍ତ୍ତା ବିଜେଡି ଧନୀ । କିନ୍ତୁ ଓଡ଼ିଶାର ଲୋକେ ଗରିବ । ଦାଦନ…

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳ ନେତା ଯାହା କହୁଥିଲେ ପରେ ବିଜେଡି ସେହି କଥାକୁ ସ୍ୱୀକାର କରିଛି:…

ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପଛରେ ବିଜେଡି ନେତାଙ୍କ ନାଁ ଅଛି। ପୂର୍ବରୁ ବିରୋଧୀ ଦଳ ନେତା ଏହା କହୁଥିଲେ ଆଉ ପରେ ବିଜେଡି ସେହି କଥାକୁ ସ୍ୱୀକାର କରିଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ବିଜେଡ଼ି ଅଫିସିଆଲି ପ୍ରମାଣ କରିଛି ଯେ ସେହି ନେତାଙ୍କର ସମ୍ପୃକ୍ତି…

ଜାପାନରୁ କିଛି ନୂଆ ଶିଳ୍ପ ଆସୁଛି ନା ପୁରୁଣା ବହିରେ ନୂଆ ମଲାଟ ମଡ଼ାଇଛନ୍ତି ରାଜ୍ୟ ସରକାର: ବିଜେପି

ମୁଖ୍ୟମନ୍ତ୍ରୀ ଓ ତାଙ୍କର ଟିମ ବିଭିନ୍ନ କାର୍ଯ୍ୟର ବାହାନା ଦେଇ ଛୁଟି କଟାଇବା ପାଇଁ ଜାପାନ ଗସ୍ତ କରିବା କେବଳ ଏକ ପ୍ରହସନ । ବୁଲିବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କିନ୍ତୁ ରାଜ୍ୟ ରାଜକୋଷରେ ଥିବା ଲୋକମାନଙ୍କ କଷ୍ଟ ଅର୍ଜିତ ଟିକସ ଅର୍ଥକୁ ଖର୍ଚ୍ଚ କରି ଛୁଟି କଟାଇବାକୁ ଯିବା…

ସାଧାରଣ ଲୋକ ଲଢ଼ିବେ, ମୁଁ ସହଯୋଗୀ ହେବି : ମନମୋହନ ସାମଲ

କଟକ/ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶା ରାଜନୀତିର ପ୍ରାଣକେନ୍ଦ୍ର ହେଉଛି ଐତିହାସିକ ସହର କଟକ । ଓଡିଶାକୁ ରାଜ୍ୟ ସରକାର ଦୁର୍ନୀତିର ଗନ୍ତାଘର କରିଛନ୍ତି ତାହାକୁ ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନରେ ଧ୍ୱଂସ କରିବ । ଓଡ଼ିଶାର ବିକାଶ ଓ ଉନ୍ନତି ପାଇଁ ସଦା ସର୍ବଦା କାର୍ଯ୍ୟ…

ଜାଗାମିଶନ ସର୍ଭେ ନାଁରେ ରାଜନୀତିକରଣ ବନ୍ଦ କରନ୍ତୁ ରାଜ୍ୟ ସରକାର: ବାବୁ ସିଂ

ଭୁବନେଶ୍ୱର(ଓଡିଶାଫାଷ୍ଟ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିହୀନମାନଙ୍କୁ ଜାଗା ବଂଟନ କରିବେ ବୋଲି ଡିଣ୍ଡିମ ପିଟୁଛନ୍ତି । ରାଜ୍ୟ ସରକାର ଜାଗା ମିଶନ ନାଁରେ ସହରବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ଏହି ଷଡଯନ୍ତ୍ରର ବେଶୀ ଶିକାର ହେଉଛନ୍ତି ରାଜଧାନୀ ଭୁବନେଶ୍ୱରରେ ବସବାସ…