ବିଜେପି ନେତା ତଥା ବଡଚଣା ଉପାଧ୍ୟକ୍ଷାଙ୍କ ସ୍ବାମୀ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେଡିକାଲରେ ଗୁଣ୍ଡା ଗର୍ଦି କରିବା ପଡିଲା ମହଙ୍ଗା । ଗିରଫ ହେଲେ ବିଜେପି ନେତା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ବିଜେପି ନେତା ଯଶଦୀପ୍ତ ସାମଲ ଓ ସହଯୋଗୀ ଅଧୀର ଜେନାଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଯଶୋଦୀପ୍ତ ଓ ତାଙ୍କ…