ନକ୍ସଲ ଆକ୍ରମଣରେ ବିଜେପି ବିଧାୟକ ନିହତ, ୫ ସୁରକ୍ଷା କର୍ମୀ ସହୀଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନକୁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ନକ୍ସଲ ଆକ୍ରମଣରେ ୬ଜଣ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ସୁରକ୍ଷା କର୍ମୀ ହୋଇଥିବା ବେଳେ ଜଣେ ଦାନ୍ତେୱାଡ଼ାର ବିଜେପି ବିଧାୟକ ଭୀମା ମାଣ୍ଡବୀ । ଛତିଶଗଡ଼ରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ…