Browsing Tag

BJP left the room rejecting the Governor’s speech

ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରି କକ୍ଷ ତ୍ୟାଗ କଲା ବିଜେପି

ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କଲା ବିରୋଧୀ ଦଳ ବିଜେପି । ଅଭିଭାଷଣ ଚାଲିଥିବା ବେଳେ କକ୍ଷ ତ୍ୟାଗ କଲେ ବିଜେପି ସଦସ୍ୟ । ବିଧାନସଭା କକ୍ଷ ପ୍ରବେଶ ପଥରେ ବିଜେପି ସଦସ୍ୟଙ୍କ ଧାରଣା । ହାତରେ ବିଭିନ୍ନ ଫ୍ଲାକାର୍ଡ ଧରି ଧାରଣାରେ ବସିଲେ ବିଜେପି ସଦସ୍ୟ ।

You cannot copy content of this page