Browsing Tag

bjp leader Lekhasri Samantasinhar

ବିଜେପିର ଅଭିଯୋଗ, ସରକାରୀ ଅର୍ଥରେ ହୋଇଥିବା ବିଜ୍ଞାପନକୁ ମିଡିଆରେ ବିଜେଡି କରୁଛି ପ୍ରଚାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରଙ୍କୁ ଭେଟି ବିଜେଡି ବିରୁଦ୍ଧରେ ଆଦର୍ଶ ନିର୍ବାଚନ ଆଚରଣ ବିଧର ଖୋଲା ଉଲ୍ଲଘଂନ ଅଭିଯୋଗ ଆଣିଛନ୍ତି । ବିଜେପିର ଅଭିଯୋଗକାରୀଙ୍କ ଅଭିଯୋଗ ମୁତାବକ, ସରକାରୀ…

କାହା ସରଣରେ ରବୀନ୍ଦ୍ର ଜେନା ଏବଂ ଲେଖାଶ୍ରୀ ସାମନ୍ତସିଂହାର ପଢନ୍ତୁ ଜାଣିବେ…

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): କୌଣସି ଦଳରେ ନାହାନ୍ତି । କୌଣସି ପଦବୀରେ ନାହାନ୍ତି । ଟିକେଟ ବାଣ୍ଟିବା ପାଇଁ ତାଙ୍କ ପାଖରେ ସେପରି କିଛି ନାହିଁ । ପାଞ୍ଚବର୍ଷ ପୂର୍ବେ ଥିଲେ ଭାରି ପାୱାରଫୁଲ । ଏବେ ଘରେ ବସିଛନ୍ତି । କିନ୍ତୁ ତାଙ୍କ ସରଣରେ ପସିଛନ୍ତି ଉଭୟ ବିଜେଡ଼ି ଏବଂ ବଜେପି ନେତା…