Browsing Tag

BJP India

ବଢିଲା ନୂପୁର ଶର୍ମାଙ୍କ ଅଡୁଆ: ନୂପୁରଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କିଛି ଦିନ ତଳେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ସମେତ ଅନେକଙ୍କ ନାଁରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ସାଇବର ୟୁନିଟ୍। ବଢିଲା ନୂପୁର…

ବିଜେପିରେ ପାର୍ଟିଦାର ନେତା ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଜେପିରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ । ଗୁଜୁରାଟ ଗାନ୍ଧୀନଗରରେ ଭବ୍ୟ ସମାରୋହରେ ସେ ବିଦ୍ଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି । ନିକଟରେ କଂଗ୍ରେସ ଛାଡିଥିଲେ ଏହି ଯୁବନେତା । ପୂର୍ବରୁ ସେ ବିଜେପିରେ ସାମିଲେ ହେବା ନେଇ ଟ୍ୱିଟ କରି ଜଣାଇଥିଲେ ।…

ବିଜେପି ହାତ ଛାଡ଼ିବେ ନୀତୀଶ!

ପାଟନା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଦ୍ମ ଛାଡ଼ିବେ ନୀତୀଶ କୁମାର । ସେ ବିଜେପି ହାତ ଛାଡ଼ି ଆରଜେଡିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ବିହାର ରାଜନୀତି ସରଗରମ ହୋଇଉଠିଛି । ଆସନ୍ତା ମାସ ରାଜ୍ୟସଭା ନିର୍ବାଚନ ଏବଂ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସମ୍ବିତଙ୍କୁ ପିନାକୀଙ୍କ କଟାକ୍ଷ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସମ୍ବିତ ପାତ୍ରାଙ୍କୁ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଟାକ୍ଷ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାତି ଅଧିଆ ଜିପିଆର ସର୍ଭେ ପ୍ରସଙ୍ଗରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ବିଜେପି ନେତା ସମ୍ବିତ ପାତ୍ରା । ସମ୍ବିତଙ୍କ…

ଶପଥ ନେଲେ ମାଣିକ ଶାହା

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମାଣିକ ଶାହା । ରାଜଭବନରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ରାୟ ମାଣିକ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି । ତ୍ରିପୁରାରେ ଦଳ ମଧ୍ୟରେ ଶୃଙ୍ଖଳା ଓ ବିରୋଧୀଙ୍କୁ ଜବାବ ଦେବାକୁ…

ତ୍ରିପୁରାର ପରବର୍ତ୍ତି ନୂଆ ମୁଖ୍ୟମନ୍ତ୍ରୀ ହେବେ ମାନିକ ଶାହା

ଅଗତତାଲା: ତ୍ରିପୁରା ରାଜ୍ୟ ବିଜେପି ସଭାପତି ମାନିକ ଶାହା ହେବେ ତ୍ରିପୁରାର ପରବର୍ତ୍ତି ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ମାନିକ ଶାହା ନିର୍ବାଚିତ ନିର୍ବାଚିତ ହୋଇଛନ୍ତି। ବିଧାୟକ ଦଳର ନେତା ଭାବେ ମାଣିକ ଶାହା ନିର୍ବାଚିତ ହୋଇଛନ୍ତି ଏବଂ ସେ ତ୍ରିପୁରାର…