Browsing Tag

BJP candidate Sarvesh Singh passed away

ବିଜେପି ପ୍ରାର୍ଥୀ ସର୍ଭେଶ ସିଂଙ୍କ ପରଲୋକ

ମୁରାଦାବାଦରୁ ବିଜେପି ପ୍ରାର୍ଥୀ ସର୍ଭେଶ ସିଂଙ୍କ ପରଲୋକ ହୋଇଛି । ମୁରାଦାବାଦରେ ଗତକାଲି ଶୁକ୍ରବାର ଲୋକସଭା ପାଇଁ ଭୋଟ ହୋଇଥିଲା । କିଛି ଦିନ ପୂର୍ବେ ସେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କ ଦାନ୍ତରେ ପୀଡ଼ା ହୋଇଥିଲା । ଯେଉଁଥି ପାଇଁ ସେ ଚିକିତ୍ସା କରାଇଥିଲେ । ଏହାପରେ ବି…