କେନ୍ଦ୍ରରେ ବିଜେଡ଼ି ନେବ ନିର୍ଣ୍ଣାୟକ ଭୂମିକା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ପ୍ରତିଷ୍ଠା ହେବାଦିନରୁ ନବୀନ ପଟ୍ଟନାୟକ ଏହାର ନେତୃତ୍ୱ ନେଲେଣି । ନବୀନ ନିଜର ୧୯ ବର୍ଷ ଶାସନ ମଧ୍ୟରେ ୪ଥର ନିରବଚ୍ଛିନ୍ନ ଭାବେ ମୁଖ୍ୟମନ୍ତ୍ରୀ ହେବାସହ ଥରେ ଲୋକସଭା ସାଂସଦ ହୋଇସାରିଛନ୍ତି ।
୨୦୦୯ ପର୍ଯ୍ୟନ୍ତ ଅବଶ୍ୟ ପ୍ୟାରିବାବୁ ନିର୍ବାଚନ ଫଳାଫଳ…