ଓଡିଶା ସରକାରଙ୍କ ସହାୟତା ନେଇ ବିଜେପି ଅବଗତ ନୁହେଁ : ବିଜେଡି
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡିଶା ସରକାର ଗତ ଏପ୍ରିଲ ମାସଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ର କାର୍ଡଧାରୀ ମାନଙ୍କୁ ଅଗ୍ରୀମ ଭାବେ ମାସକୁ ୫କିଲୋ ଚାଉଳ ଓ ଏକ କିଲୋ ଡାଲି ଯୋଗାଇ ଦେଉଛନ୍ତି ଏବଂ ଆଗାମୀ ୫ମାସ ପାଇଁ ମାଗଣାରେ ଅନୁରୂପ ପରିମାଣ ଚାଉଳ ଓ ଡାଲି ଯୋଗାଇ ଦେବେ । ବିଜେପି ନେତାମାନେ ଏହା…