ଓଡ଼ିଶା ଚାଷୀ କୁଳ ପ୍ରତି ଅନ୍ୟାୟ ପ୍ରତିବାଦରେ ଏଫ.ସି.ଆଇ ଅଫିସ ଘେରିଲା ବିଜେଡି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାର ଓଡ଼ିଶାର ଚାଷୀ କୁଳ ପ୍ରତି କରିଥିବା ଅନ୍ୟାୟ ଓ ପକ୍ଷପାତିତା ଏବଂ ରାଜ୍ୟର ଚାଷୀ ଅମଳ କରିଥିବା ଉଷୁନା ଚାଉଳକୁ ଏଫ ସି ଆଇ ଉଠାଉନଥିବା ପ୍ରତିବାଦରେ ଆଜି ବିଜୁ ଜନତା ଦଳ ତରଫରୁ ବାଣୀବିହାର ଏଫସି.ଆଇ ଅଫିସ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ…