Browsing Tag

BJD party

ମଞ୍ଜୁଲତା କହଁର ହେଲେ ଭୁବନେଶ୍ୱର ଡେପୁଟି ମେୟର

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ରାଜଧାନୀର ଡେପୁଟି ମେୟର ପଦକୁ ନେଇ ଚାଲିଥିଲା ଛକାପଞ୍ଜା । ଏହି ଛକାପଞ୍ଜାର ଅନ୍ତ ଘଟିଛି । କଟକ ପରି ଭୁବନେଶ୍ୱରରେ ଚକମା ଦେଇଛନ୍ତି ନବୀନ । ରାଜଧାନୀରେ ଜଣେମହିଳା ଅନୁସୂଚିତ ଜନଜାତି କର୍ପୋରେଟରଙ୍କୁ ଡେପୁଟି ମେୟର ହେବା ସୁଯୋଗ ପ୍ରଦାନ କରିଛନ୍ତି ମାନ୍ୟବର…

ହୋର୍ଡିଙ୍ଗ ଓ ପୋଷ୍ଟରକୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡ଼ି

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ରାଜ୍ୟରେ ଲାଗିଛି କେନ୍ଦ୍ର ସରକାରଙ୍କ ହୋଡୀଂ ଆଉ ପୋଷ୍ଟର। ଏହା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଘଂନ ବୋଲି ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହେଲା ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଓ ମୁଖପତ୍ର ଲେଲିନ୍ ମହାନ୍ତିଙ୍କ ନେତୃତ୍ବରେ ବିଜେଡ଼ିର ଏକ…

ନିର୍ବାଚନ ପରେ ବଦଳୁଛି ରାଜନୈତିକ ସମିକରଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗ ହିଂସାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ଖବରଦାତା ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ । ଏଥିସହ ସେହିଠାରେ ଓଡ଼ିଶାରେ ନବୀନଙ୍କ ଶାସନରେ ଏଭଳି ଘଟଣା ଦେଖିବାକୁ ମିଳୁନାହିଁ କହି ବିଜେଡି ପ୍ରତି…

ଏରସମା, ମହାକାଳପଡାରେ ନବୀନଙ୍କ ମାରାଥନ ପ୍ରଚାର । କେନ୍ଦ୍ର ଉପରେ ବର୍ଷିଲେ : ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏରସମା ଓ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା…

ପ୍ରିୟଦର୍ଶୀ, ଜନ୍ମେଜୟ ଓ ମୀନକେତନ ହେଲେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରାର୍ଥୀ ଟିକେଟ ବଣ୍ଟନକୁ ନେଇ ବିଜେଡିରେ ଅନେକ ଅସନ୍ତୋଷ ଦେଖା ଦେଇଛି । ବିଗତ ୧୯ବର୍ଷ ପରେ ନବୀନ ନିବାସ ସମ୍ମୁଖରେ ଅସନ୍ତୁଷ୍ଟ ଆଶାୟୀଙ୍କ ସମର୍ଥକ ବିକ୍ଷୋଭ କରିବା ପ୍ରଥମ ଥର ଦେଖିବାକୁ ମିଳିଥିଲା । ଏହି ଅସନ୍ତୁଷ୍ଟ ଆଶାୟୀଙ୍କୁ ମନାଇବାକୁ ମୁଖ୍ୟମନ୍ତ୍ରୀ ନବୀନ…

୧ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି, ତାଲିକାରୁ ବାଦ ପଡିଲେ ଦେବାଶିଷ ନାୟକ ଏବଂ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ଆଜି ତାର ୨ଟି ଲୋକସଭା ପ୍ରାର୍ଥୀ ଓ ୯ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେଡିର ଲୋକସଭା ପ୍ରାର୍ଥୀ: କଟକ: ଭର୍ତ୍ତୃହରି ମହତାବ…

ବିଜେଡି ଆଇଟି ସେଲ ପକ୍ଷରୁ ଦିନିକିଆ କନ୍‌କ୍ଲେଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ୫ ଲକ୍ଷ ନୂଆ ଭୋଟରଙ୍କୁ ଦୃଷ୍ଟିରେ ରଖି ଦଳର ଆଇଟି ସେଲ ପକ୍ଷରୁ ଦିନିକିଆ କନ୍‌କ୍ଲେଭ ବୁଧବାର  ଆୟୋଜନ କରାଯାଇଥିଲା । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇଥିଲେ । ବୈଷୟିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କିଭଳି ସରକାରୀ…

ସ୍ୱତବ ପାହ୍ୟା ରାଜ୍ୟ ମାନ୍ୟତା ପାଇଁ ଆମର ଲଢ଼େଇ ଜାରି ରହିବ:ନବୀନ

ଚୌକି ପାଇଁ ପ୍ରତିଶ୍ରୁତି ଭୁଲିଗଲା ବିଜେପି ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରଥମ ପ୍ରତିଶ୍ରୁତିକୁ ଭୁଲିଗଲା ବିଜେପି କ୍ଷମତାରେ ଅନ୍ଧ ବିଜେପି ୧୫ବର୍ଷ ସଂଘର୍ଷକୁ ଭୁଲି ଯାଇଛି ୨୦୧୪ର ପ୍ରତିଶ୍ରୁତି ଲୋକମାନେ ବିଜେପିକୁ ୨୦୧୯ ନିର୍ବାଚନରେ ମନେ ପକାଇଦେବେ ଭୁବନେଶ୍ୱର,୨/୧୧/୨୦୧୮: ବିଜୁ…

ଅଭିଙ୍କ ରାସ୍ତାରେ ନିରଞ୍ଜନ କଣ୍ଟା !!!

ଓଡ଼ିଶା ଫାଷ୍ଟ(ସ୍ଵତନ୍ତ୍ର ପ୍ରତିନିଧି ସୋନପୁର): ବିରମହାରାଜପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରୁଛନ୍ତି ପଦ୍ମନାଭ ବେହେରା । ହେଲେ ନିୟମିତ ଭାବେ ନିର୍ବାଚନ ମଣ୍ଡଳୀ ଗସ୍ତ ନ କରିବା, ଲୋକଙ୍କ ଠୁଁ ଦୁରେଇ ରହିବା ପଦ୍ମନାଭଙ୍କ ଲୋକପ୍ରିୟତା ହ୍ରାସ କରିଛି ।ଏମିତିକି ପଞ୍ଚାୟତ…