ଭାଇରଲ ହେଲା ବିଜେଡି ଶପଥ ଗ୍ରହଣର ନିମନ୍ତ୍ରଣ ପତ୍ର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ବୁଲିଲାଣି ବିଜେଡି ଶପଥ ଗ୍ରହଣର ନିମନ୍ତ୍ରଣ ପତ୍ର । ଏହି ଶପଥ ଗ୍ରହଣ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଆମନ୍ତ୍ରଣ କରାଯାଇଛି । ନିମନ୍ତ୍ରଣ ପତ୍ର ଅନୁଯାୟୀ ଏହି ଶପଥ ଗ୍ରହଣ ମେ ୨୬ତାରିଖ ସନ୍ଧ୍ୟା ୭ଟା ରେ…