Browsing Tag

BJD news

ଏହି ଦୁଇ ପୁରୁଖା ନେତାଙ୍କୁ ୨ ଜିଲ୍ଲାର ଦାୟିତ୍ୱ ଓ ରାଜ୍ୟ ସାଧାରଣ ସମ୍ପାଦକଙ୍କ ନାମ ଘୋଷଣା କଲା ବିଜେଡି

ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦୁଇ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇ ଥିବା ବେଳେ ଜଣେ ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ହସ୍ତଖତ ସମ୍ବଳିତ ପ୍ରେସ୍‌ ବିଜ୍ଞପ୍ତିରେ…

ପୁଣି ଏହି ୨ ନେତାଙ୍କୁ ବିଦା କଲା ବିଜେଡି

କିଛି ଦିନର ନିରବତା ପରେ ପୁଣି ୨ଜଣ ବହିଷ୍କୃତ । ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସମାଡ଼ ଓ ଏସଡିସି ସଦସ୍ୟ ଜାଲେନ ନାଏକ ବିଜେଡିରୁ ବହିଷ୍କୃତ ହୋଇଥିବା ସୄଚନା ମିଳିଛି । ଦଳବିରୋଧୀ କାର୍ଯ୍ୟ ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି।…

ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗଗୁଡିକୁ ବଳିଷ୍ଠ ଭାବେ ସଂସଦରେ ସ୍ୱର ଉତ୍ତୋଳନ କରିବାକୁ ସାଂସଦଙ୍କୁ ଗୁରୁମନ୍ତ୍ର…

ଓଡିଶାକୁ କେନ୍ଦ୍ରୀୟ ଅବହେଳା ସାଙ୍ଗକୁ ବିକାଶ ଧାରାରେ କିଛି ବିଜେପି ସାଂସଦ କିଭଳି ବାଧକ ସାଜୁଛନ୍ତି ସେନେଇ ସଂସଦରେ ସ୍ୱର ଉତ୍ତୋଳନ କରିବ ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ଏନେଇ ରଣନୀତି ଚୂଡାନ୍ତ ହୋଇଛି । ସଂସଦର ଆସନ୍ତା ମୌସୁମୀ…

ଏକାମ୍ର କ୍ଷେତ୍ରର ବିକାଶକୁ ବିରୋଧ କରୁଥିବା ଓଡ଼ିଶା ବିଜେପିର ନେତାଙ୍କୁ ଓଡ଼ିଶାବାସୀ କେବେ କ୍ଷମା ଦେବେନି: ବିଜେଡି

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର ବିକାଶ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଏକ ଆଧ୍ୟାତ୍ମିକ ପରିବେଶରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମାତ୍ର ଓଡ଼ିଶା ବିଜେପିର ନେତାମାନେ ଅସହିଷ୍ଣ ହୋଇ ଏହାକୁ ବିରୋଧ କରୁଥିବାରୁ ବିଜୁ ଜନତା ଦଳ ପକ୍ଷରୁ ଏ ନେଇ ତୀବ୍ର…

ଅପରାଜିତା ଷଡଙ୍ଗୀଙ୍କୁ ବିଜେଡିର ଶ୍ରୀମୟୀ ମିଶ୍ରଙ୍କ ୫ଟି ପ୍ରଶ୍ନବାଣ, ପ୍ରଶ୍ନର ଉତ୍ତର ରଖନ୍ତୁ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେଡିର ୫ ପ୍ରଶ୍ନ । ପ୍ରେସମିଟ୍ କରି ଅପରାଜିତାଙ୍କୁ ୫ ପ୍ରଶ୍ନ କରିଛନ୍ତି ବିଜେଡିର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଥିବା ଶ୍ରୀମୟୀ ମିଶ୍ର । -ଗତ କିଛି ଦିନ ହେବ ବର୍ଷା ସମୟରେ ଇସ୍କନ ସମ୍ମୁଖରେ ଜାତୀୟ ରାଜପଥ ଏବଂ ସର୍ଭିସ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଓଡ଼ିଶା ବିଜେପି ଉପରେ ବର୍ଷିଲା ବିଜେଡି

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗତ କିଛିଦିନ ହେଲା ରାଜ୍ୟ ବିଜେପି ନେତାମାନଙ୍କଠୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଓଡ଼ିଶାବାସୀଙ୍କୁ ଭ୍ରମିତ କରି ଆସୁଛନ୍ତି । ଅତୀତରେ ଓଡ଼ିଶାର ବିଜେପି ସାଂସଦ ଏବଂ ଓଡ଼ିଶାରୁ ଯାଇଥିବା ଜଣେ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ…

ଭୋଟ ରାଜନୀତି ପାଇଁ ଭାଇଚାରା ନଷ୍ଟ କରୁଛି ବିଜେପି: ପ୍ରସନ୍ନ ଆଚାର୍ଯ୍ୟ

ବିଜେପି କେନ୍ଦ୍ରୀୟ ଟିମର ସମ୍ବଲପୁର ଗସ୍ତ ପୂର୍ବରୁ ବର୍ଷିଲା ବିଜେଡି । ବିଜେପି ବିରୋଧରେ ବିଜେଡି ଆଣିଛି ବଡ଼ ଅଭିଯୋଗ । ସାମ୍ବାଦିକ ସମ୍ମିଳନୀ ନାଁ ନେଇ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି କାଁ ଭାଁ ହିଂସାକୁ ସାଂପ୍ରଦାୟିକ ରଙ୍ଗ ଦେଇ…

ମହାନଦୀ ବ୍ୟାରେଜ ନିର୍ମାଣରେ ଛତିଶଗଡକୁ ସହାୟତା କରିଥିଲେ ଓଡିଆ କେନ୍ଦ୍ରମନ୍ତ୍ରୀ: ବିଜେଡି

ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା ଏବଂ କୋଟି କୋଟି ଚାଷୀ ଏବଂ ମତ୍ସ୍ୟଜୀବୀ ସେମାନଙ୍କ ଜୀବନ ଏବଂ ଜୀବିକା ପାଇଁ ଏହା ଉପରେ ନିର୍ଭରଶୀଳ। ମହାନଦୀ ଓଡିଶାର ଅଧା ଜିଲ୍ଲା ଦେଇ ପ୍ରବାହିତ ହେଉଛି ଏବଂ ଓଡିଶାର ପ୍ରାୟ ୨.୫ କୋଟି ଲୋକଙ୍କୁ ଏହା ପ୍ରଭାବିତ କରିଥାଏ। ଓଡିଶା ଏବଂ ମହାନାଦୀର ଇତିହାସ…

ଅଭ୍ୟାସଗତ ଅପରାଧୀ ଜେଲରୁ ବାହରିବା ପରେ ପାଛୋଟି ନେଉଛି ବିଜେପି : ବିଜେଡି

ଅଭ୍ୟାସଗତ ଅପରାଧୀ ଜେଲରୁ ବାହରିବା ପରେ ପାଛୋଟି ନେଉଛି ବିଜେପି । ଆୟୋଜିତ କରୁଛି ରାଲି, ରୋଡ୍ ସୋ । ବିଜେପିର ଏଭଳି ହିଂସାର ମଡେଲକୁ ଜନତା ନିନ୍ଦା କରୁଥିବା ବିଜେଡି କହିଛି । ଜଣେ ଅଭ୍ୟାସଗତ ଅପରାଧୀ ଓ ହତ୍ୟା ଅଭିଯୁକ୍ତ ଈରାଶିଷ ଆଚାର୍ଯ୍ୟଙ୍କ ନାଁରେ ଏକାଧିକ ସଂଗୀନ ଅପରାଧିକ ମାମଲା…

ନବ ଦାସ ହତ୍ୟାକାଣ୍ଡକୁ ନେଇ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି ବିଜେପି ନେତା: ବିଜେଡି

ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ବିଷୟକୁ ନେଇ ପୁଣିଥରେ ଜଣେ ବିଜେପି ନେତା ଅରୁଚିକର, ଅବାନ୍ତର ଏବଂ ଦାୟିତ୍ଵହୀନ ମନ୍ତବ୍ୟ ଦେଇଛନ୍ତି। ଜୀବନରେ ଥରେ କାଉନସିଲର ଭୋଟରେ ବି ଜିତି ନଥିବା ଏହି ବିଜେପି ନେତାଙ୍କୁ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ଲଜ୍ଜା ଲାଗିବା କଥା। ଆଜି…

You cannot copy content of this page