ଫେବ୍ରୁଆରୀରେ ହେବ ପଞ୍ଚାୟତ ନିର୍ବାଚନ, ବିଜେଡିର ମାନସ ମନ୍ଥନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ସୋମବାର ନବୀନ ନିବାସରେ ବସିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏଥିରେ ଉପସ୍ଥିତ ଥିଲେ ରାଜ୍ୟର ସମସ୍ତ ଜିଲ୍ଲାର ନୂତନ ଭାବେ ନିଯୁକ୍ତି ପାଇଥିବା ପର୍ଯ୍ୟବେକ୍ଷକମାନେ । ପଞ୍ଚାୟତ…