କାହା ଇସାରାରେ କାମ କରୁଛି ବିଜେଡି ମିଡିଆ ସେଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାହା ଇସାରାରେ କାମ କରୁଛି ବିଜେଡି ମିଡିଆ ସେଲ । ଏବେ ଦିଗହରା ହୋଇଛି ବିଜେଡି ମିଡିଆ ସେଲ । ତେଲିଆ ତେଲ ମାରୁଛନ୍ତି ତେଲମରାଙ୍କୁ ପୁଣି ପୁଳା ପୁଳା ଅର୍ଥ ଧୂଳିସାତ କରିବା ଦିଗରେ ବିଜେଡି ମିଡିଆ ସେଲ । ବିଜେଡି ନିର୍ବାଚନ ହାରିବା ପରେ ଧିରେ ଧିରେ ମୁଖ୍ୟ…