ଭୋଟ ଦେଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ
ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ନିଜର ମତ ସାବ୍ୟସ୍ତ କରିଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ସେ ଭୁବନେଶ୍ୱର ନୟାପଲ୍ଲୀ ନୂଆସାହିର ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୯ ନମ୍ବର ୱାର୍ଡର ୪୦୭ ନମ୍ବର ବୁଥ୍ରେ ମତଦାନ ସାବ୍ୟସ୍ତ କଲେ ।
ସୂଚନାଯୋଗ୍ୟ ଯେ, ରାଜ୍ୟର ୪୭ଟି…